ETV Bharat / city

ରାଜ୍ୟରେ ପୁଣି କୋରୋନା ନେଲା 17 ଜୀବନ, ମୋଟ ସଂଖ୍ୟା 859କୁ ବୃଦ୍ଧି

ଓଡିଶାରେ ସଂକ୍ରମଣ ସଂଖ୍ୟା ଯେଭଳି ବୃଦ୍ଧି ପାଉଛି ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଯାହାକୁ ନେଇ ବର୍ତ୍ତମାନ 859ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା। ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି କୋରୋନା ନେଲା 17 ଜୀବନ, ମୋଟ ସଂଖ୍ୟା 859କୁ ବୃଦ୍ଧି
ରାଜ୍ୟରେ ପୁଣି କୋରୋନା ନେଲା 17 ଜୀବନ, ମୋଟ ସଂଖ୍ୟା 859କୁ ବୃଦ୍ଧି
author img

By

Published : Oct 1, 2020, 12:28 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ, ଆଜି (ଗୁରୁବାର) ପୁଣି କୋରୋନା ନେଲା 17 ଜୀବନ। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା 859 ପହଞ୍ଚିଛି।

ତେବେ ଆଜି କୋରୋନାରେ ପ୍ରାଣ ହରାଇଥିବା ସମସ୍ତ 17 ଜଣଙ୍କ ମଧ୍ୟରୁ ଅନୁଗୋଳର ଜଣେ 45 ବର୍ଷର ପୁରୁଷ, ଭଦ୍ରକର 65 ବର୍ଷର ବୃଦ୍ଧା, ଭୁବନେଶ୍ବରର 89 ବର୍ଷର ବୃଦ୍ଧ ଓ 63 ବର୍ଷର ବୃଦ୍ଧା ଓ 48 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀରରେ 65 ବର୍ଷର ବୃଦ୍ଧ, କଟକରେ 83 ବର୍ଷର ବୃଦ୍ଧ, 67 ବର୍ଷର ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ, ଢେଙ୍କାନାଳରେ 56 ବର୍ଷର ପୁରୁଷ, ଜଗତସିଂହପୁରରେ 64 ବର୍ଷର ବୃଦ୍ଧ, କଳାହାଣ୍ଡିରେ 43 ବର୍ଷର ମହିଳା, କେନ୍ଦ୍ରାପଡାର 46 ବର୍ଷର ପୁରୁଷ, ଖୋର୍ଦ୍ଧାରେ 59 ବର୍ଷର ପୁରୁଷ, ନୟାଗଡରେ 86 ବର୍ଷର ବୃଦ୍ଧ ଓ 71 ବର୍ଷର ବୃଦ୍ଧାଙ୍କର ମୃତ୍ୟୁ ଘଟିଛି।

ତେବେ ପୁରୀରେ 60 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ, ରାୟଗଡାରେ 80 ବର୍ଷର ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ତେବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 859ରେ ପହଞ୍ଚିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.