ETV Bharat / city

ପୁଣି ଡରାଇଲାଣି କୋରୋନା; ଆଜି 81 ନୂଆ ଆକ୍ରାନ୍ତ

author img

By

Published : Mar 4, 2021, 1:53 PM IST

ରାଜ୍ୟରେ ପୁଣି ବଢୁଛି କୋରୋନା ସଂକ୍ରମଣ । ଆଜି ରାଜ୍ୟରେ 81 ନୂଆ କେରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 81 ନୂଆ ଆକ୍ରାନ୍ତ
ଆଜି 81 ନୂଆ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କିଛିଦିନ ହେବ କୋରୋନା ସଂକ୍ରମଣ କମୁଥିବା ବେଳେ କିଛି ଦିନ ହେବ ପୁଣି ସଂକ୍ରମଣ ବଢିବାରେ ଲାଗିଛି । ଆଜି ରାଜ୍ୟରେ 81 ନୂଆ କେରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 49 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 32 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 6 ଜଣ, ବରଗଡରୁ 7 ଜଣ, ଭଦ୍ରକରୁ 4 ଜଣ, କଟକରୁ 3 ଜଣ, ଦେଓଗଡରୁ ଜଣେ, ଗଜପତିରୁ 1, ଗଞ୍ଜାମରୁ 1, ଜଗତସିଂହପୁରରୁ 4 ଜଣ, ଯାଜପୁରରୁ 4ଜଣ , ଝାରସୁଗୁଡାରୁ 5ଜଣ ,କଳାହାଣ୍ଡିରୁ 1,କେନ୍ଦ୍ରାପଡାରୁ 1, ଖୋର୍ଦ୍ଧାରୁ 6 ଜଣ, ମୟୂରଭଞ୍ଜରୁ 8ଜଣ, ମାଲକାନଗିରିରୁ 1,ନବରଙ୍ଗପୁରରୁ 1, ନୂଆପଡାରୁ 1,ପୁରୀରୁ 2 ଜଣ, ସମ୍ବଲପୁରରୁ15ଜଣ , ସୁନ୍ଦରଗଡରୁ 6ଜଣ, ସୋନପୁରରୁ 1 ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 1 ଆକ୍ରାନ୍ତ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 8405042ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ରଜ୍ୟରେ ମୋଟ 337529ଜଣ କୋରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି । ଏବେ ରାଜ୍ୟରେ 792ଟି ସକ୍ରିୟ ମାମଲା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.