ETV Bharat / city

ଆଜି ରାଜ୍ୟରେ ସୁସ୍ଥ ହେଲେ 809 ଆକ୍ରାନ୍ତ

ସୋମବାର ରାଜ୍ୟରେ ଆଉ 809 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ଯା 3 ଲକ୍ଷ 12 ହଜାର 65କୁ ବୃଦ୍ଧି । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 809 ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 809 ଆକ୍ରାନ୍ତ
author img

By

Published : Nov 30, 2020, 8:51 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ମାମଲା ହ୍ରାସ ପାଉଥିବା ବେଳେ ସୋମବାର ରାଜ୍ୟରେ ଆଉ 809 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ଯା 3 ଲକ୍ଷ 12 ହଜାର 65କୁ ବୃଦ୍ଧି ।

809 ଆକ୍ରାନ୍ତ ସୁସ୍ଥ ମଧ୍ୟରେ ସୁନ୍ଦରଗଡରୁ 82, ଖୋର୍ଦ୍ଧାରେ 81, ବାଲେଶ୍ୱରରେ 61, ମୟୂରଭଞ୍ଜରେ 53, କେନ୍ଦୁଝରରେ 51, ନୂଆପଡାରେ 51, କଟକରେ 47, ଜଗତସିଂହପୁରରେ 44, ସମ୍ବଲପୁରରେ 40, କେନ୍ଦ୍ରାପଡାରେ 38, ଅନୁଗୋଳରେ 34, ବରଗଡରେ 30, ବଲାଙ୍ଗୀରରେ 27, ଝାରସୁଗୁଡ଼ାରେ 21, ପୁରୀରେ 20, ଯାଜପୁରର 17, କଳାହାଣ୍ଡିରେ 13, ଢେଙ୍କାନାଳରେ 12, ନବରଙ୍ଗପୁରରେ 9, ନୟାଗଡ ଓ ରାୟଗଡାରେ 9 ଜଣ, ମାଲକାନଗିରିରେ 8 ଜଣ, ଭଦ୍ରକରେ 7 ଜଣ, ଗଞ୍ଜାମରେ 6 ଜଣ, ବୌଦ୍ଧରେ 5 ଜଣ, କନ୍ଧମାଳରେ 5 ଜଣ, କୋରାପୁଟରେ 5 ଜଣ, ଦେଓଗଡରେ 4 ଜଣ, ଗଜପତି ରେ 3 ଜଣ, ସୋନପୁରରେ ଜଣେ ଏବଂ ଷ୍ଟେଟ ପୋଲରୁ 16 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.