ETV Bharat / city

ସୁସ୍ଥ ହେଲେ ଆଉ 807, ଆରୋଗ୍ୟ ସଂଖ୍ୟା ଡେଇଁଲା 19 ହଜାର - ରାଜ୍ୟରେ ସୁସ୍ଥ ସଂଖ୍ୟା 807

ଗୁରୁବାର ରାଜ୍ୟରେ 807 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା 19 ହଜାର ଡେଇଁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟରେ ସୁସ୍ଥ ସଂଖ୍ୟା 807
ରାଜ୍ୟରେ ସୁସ୍ଥ ସଂଖ୍ୟା 807
author img

By

Published : Jul 30, 2020, 9:10 PM IST

ଭୁବନେଶ୍ବର: ରାଜ୍ୟରେ ଗୁରୁବାର 807 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା 19 ହଜାରରେ ପହଞ୍ଚିଛି । ଗୁରୁବାର ରାଜ୍ୟରେ 23ଟି ଜିଲ୍ଲାରେ 807 ଜଣ ସୁସ୍ଥ ହୋଇଛନ୍ତି ।

ଗଞ୍ଜାମରେ ସୁସ୍ଥ ହେଲେ 431, କଟକରେ 62, ରାୟଗଡାରେ 47, ଗଜପତିରେ 34, କେନ୍ଦୁଝରରେ 29, ସୁନ୍ଦରଗଡରେ 24, ନୟାଗଡରେ 23, ଯାଜପୁରରେ 21, କନ୍ଧମାଳରେ 19, ବାଲେଶ୍ୱରରେ 14, କେନ୍ଦ୍ରାପଡା ଓ ମୟୂରଭଞ୍ଜରେ 14, ଭଦ୍ରକରେ 13, ଖୋର୍ଦ୍ଧାରେ 12, ବରଗଡରେ 11, ମାଲକଙ୍ଗୀରରେ 10, ବଲାଙ୍ଗୀର ଓ ସମ୍ବଲପୁରରେ 7 ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେପଟେ ଝାରସୁଗୁଡାରେ 6, ଢେଙ୍କାନଲରେ 4, ଅନୁଗୋଳରେ 3 ଓ କୋରାପୁଟରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ 19745 ଜଣ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.