ETV Bharat / city

ରାଜଧାନୀରେ ସେକ୍ସ ରାକେଟ ଠାବ, କଳିଙ୍ଗନଗରରୁ ୮ ବଙ୍ଗୀୟ ଯୁବତୀ ଉଦ୍ଧାର

କଳିଙ୍ଗନଗର ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି । ଭଡ଼ା ଘରୁ ୬ ବଙ୍ଗୀୟ ଯୁବତୀକୁ ପୋଲିସ ଗିରଫ କରିବା ସହ ଅଟକ ରଖିଛି । ଅଧିକ ପଢନ୍ତୁ...

author img

By

Published : Sep 4, 2021, 10:51 PM IST

ରାଜଧାନୀରେ ସେକ୍ସ ରାକେଟ ଠାବ, କଳିଙ୍ଗନଗରରୁ ୬ ବଙ୍ଗିୟ ଯୁବତୀ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ପାଲଟିଛି ସେକ୍ସର ଆଡ୍ଡାସ୍ଥଳୀ । ଦିନକୁ ଦିନ ଭୁବନେଶ୍ବରରେ ଚେର ଲମ୍ବାଇ ଚାଲିଛି ସେକ୍ସ ରାକେଟ । ଏଥିରେ ଧରାପଡୁଥିବା ଅଧିକାଂଶ ଯୁବତୀ ବାହାର ରାଜ୍ୟର ହୋଇଥିବାବେଳେ ସେମାନେ ଦଲାଲଙ୍କ ଦ୍ବାରା ଇମ୍ପୋର୍ଟ ହୋଇଥାନ୍ତି ।

ଆଜି ସେହିପରି କଳିଙ୍ଗ ନଗର ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି । ଭଡ଼ା ଘରୁ ୮ ବଙ୍ଗୀୟ ଯୁବତୀକୁ ପୋଲିସ ଉଦ୍ଧାର କରିବା ସହ ଅଟକ ରଖିଛି । ସେଠାରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବାବେଳେ ରାକେଟ ଚଲାଉଥିବା ଦୁଇ ଦଲାଲକୁ ଗିରଫ କରିଛି ଭରତପୁର ଥାନା ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.