ETV Bharat / city

ଛୁଟି ଦିନରେ ଟିକା ନେଲେ 767 ଜଣ ଗର୍ଭବତୀ

author img

By

Published : Jul 18, 2021, 10:12 PM IST

ରାଜ୍ୟରେ ଆଜି(ରବିବାର) 66ଟି କେନ୍ଦ୍ରରେ 10506 ଜଣ ଟିକା ନେଇଛନ୍ତି। ସେଥିମଧ୍ୟରୁ 767 ଜଣ ଗର୍ଭବତୀ ମହିଳା ଟିକା ନେଇଛନ୍ତି। ରାଜ୍ୟରେ 3 ଦିନ ମଧ୍ୟରେ 2306 ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଛି। ଅଧିକ ପଢନ୍ତୁ...

ଛୁଟି ଦିନରେ ଟିକା ନେଲେ 767 ଜଣ ଗର୍ଭବତୀ
ଛୁଟି ଦିନରେ ଟିକା ନେଲେ 767 ଜଣ ଗର୍ଭବତୀ

ଭୁବନେଶ୍ବର: ରାଜ୍ୟରେ ଟୀକାକାରଣ ଜୋରଦାର କରାଯାଉଛି। ରାଜ୍ୟରେ ଆଜି(ରବିବାର) 66ଟି କେନ୍ଦ୍ରରେ 10506 ଜଣ ଟିକା ନେଇଛନ୍ତି। ସେଥିମଧ୍ୟରୁ 767 ଜଣ ଗର୍ଭବତୀ ମହିଳା ଟିକା ନେଇଛନ୍ତି। ରାଜ୍ୟରେ 3 ଦିନ ମଧ୍ୟରେ 2306 ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଛି।

ତେବେ ଆସନ୍ତାକାଲି ରାଜ୍ୟରେ 1490ଟି କେନ୍ଦ୍ରରେ ଟୀକାକରଣ କରାଯିବ। ଏପଟେ ରାଜ୍ୟରେ ମୋଟ 1 କୋଟି 40 ଲକ୍ଷ 54 ହଜାର 214 ଜଣ ଟିକା ନେଇ ସାରିଛନ୍ତି । ତେବେ ରାଜ୍ୟରେ କୋଭିସିଲଡ଼ 9 ଲକ୍ଷ 95 ହଜାର 160 ଡୋଜ ରହିଛି। ସେହିପରି ଭାବରେ କୋଭାସ୍କିନ 1 ଲକ୍ଷ 17 ହଜାର 80 ଡୋଜ ଟିକା ଗଚ୍ଛିତ ରହିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.