ETV Bharat / city

କୋରୋନା କଟକଣାରେ ରାଜ୍ୟରେ ପାଳିତ ହେଲା 74ତମ ସ୍ବାଧିନତା ଦିବସ

ଆଜି 74ତମ ସ୍ବାଧନତା ଦିବସ ପାଳୁଛି ସମଗ୍ର ଦେଶ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀ ପଡିଆରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଛନ୍ତି । କୋରୋନା ମହାମାରୀକୁ ନେଇ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପଇସା ଅଭାବରୁ କୌଣସି ରୋଗୀ ସେବାରୁ ବଞ୍ଚିତ ହେବେ ନାହିଁ ।

74th indipendence day
ରାଜ୍ୟରେ 74 ତମ ସ୍ବାଧୀନତା ଦିବସ ପାଳିତ
author img

By

Published : Aug 15, 2020, 2:17 PM IST

ରାଜ୍ୟରେ 74 ତମ ସ୍ବାଧୀନତା ଦିବସ ପାଳିତ

ଭୁବନେଶ୍ବର: ଆଜି 74ତମ ସ୍ବାଧୀନତା ଦିବସ ପାଳୁଛି ସମଗ୍ର ଦେଶ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀ ପଡିଆରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଛନ୍ତି । କୋରୋନା ମହାମାରୀକୁ ନେଇ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପଇସା ଅଭାବରୁ କୌଣସି ରୋଗୀ ସେବାରୁ ବଞ୍ଚିତ ହେବେନାହିଁ ।

ଭୁବନେଶ୍ବର-74 ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଛନ୍ତି ।

ଆନନ୍ଦପୁର- ୭୪ତମ ସ୍ବାଧୀନତା ଦିବସ ଆନନ୍ଦପୁର ଷ୍ଟାଡିୟମରେ ନିରାଡମ୍ବର ଭାବେ ପାଳନ କରାଯାଇଛି । ସରକାରଙ୍କ କୋରୋନା କଟକଣା ଅନୁଯାୟୀ ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ନିର୍ଦ୍ଧାରିତ ସମୟରେ ପତାକା ଉତ୍ତୋଳନ କରିଛନ୍ତି ।

ବାଲେଶ୍ବର-74ତମ ସ୍ବାଧୀନତା ଦିବସ ଅବସରରେ ବାଲେଶ୍ବରରେ କୋରୋନା କଟକଣା ଭିତରେ ତ୍ରିରଙ୍ଗା ଉଡିଛି । ଏହି ଅବସରରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ପତାକା ଉତ୍ତୋଳନ କରିଛନ୍ତି ।

ରାଇରଙ୍ଗପୁର-ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର କଚେରି ପଡିଆଠାରେ ୭୪ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପତାକା ଉତ୍ତୋଳନ କରିଛନ୍ତି ।

ରାୟଗଡା-74ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ରାୟଗଡା ସ୍ଥାନୀୟ GCD ହାଇସ୍କୁଲ ପଡ଼ିଆରେ ପାଳିତ ହୋଇଛି । ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପତାକା ଉତ୍ତୋଳନ କରିଛନ୍ତି ।

ଢେଙ୍କାନାଳ-କୋଭିଡ କଟକଣା ମଧ୍ୟରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ପଡ଼ିଆରେ ପାଳିତ ହୋଇଯାଇଛି ୭୪ତମ ସ୍ବାଧୀନତା ଦିବସ । ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ଖୋର୍ଦ୍ଧା-ଖୋର୍ଦ୍ଧା ବିଜେବି ହାଇସ୍କୁଲ ପଡିଆ ପରିସରରେ ଜିଲ୍ଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି ।

ଭଦ୍ରକ -ଭଦ୍ରକ ସ୍ଵଂୟଶାସିତ ମହାବିଦ୍ୟାଳୟ ପଡିଆଠାରେ 74 ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ଜିଲ୍ଲାପାଳ ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ସମ୍ବଲପୁର-ସମ୍ବଲପୁରରେ 74 ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ କଚେରୀ ଛକରୁ ଜେଲ ଛକ ସଂଲଗ୍ନ ରାସ୍ତାରେ ପାଳିତ ହୋଇଯାଇଛି । ଏଥିରେ ସମ୍ବଲପୁର ଜିଲ୍ଳାପାଳ ଶୁଭମ ସକ୍ସେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

କୋରାପୁଟ-କୋରାପୁଟରେ ସ୍ଥାନୀୟ ପୋଲିସ ପ୍ୟାରେଡ଼ ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ରାଜ୍ୟ କ୍ରୀଡା ତଥା ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ଅନୁଗୋଳ-କୋଭିଡ କଟକଣା ପାଇଁ ଅନୁଗୋଳ ଜିଲ୍ଲା ସଦର ମହକୁମାରେ ନିରାଡ଼ମ୍ବର ଭାବେ ପାଳିତ ହୋଇଛି 74 ତମ ସ୍ବାଧୀନତା ଦିବସ । ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

କେନ୍ଦୁଝର-କେନ୍ଦୁଝର ଷ୍ଟାଡିୟମ ଠାରେ ୭୪ ତମ ସ୍ଵାଧୀନତା ଦିବସ ନିରାଡମ୍ବର ସହ ପାଳିତ ହୋଇଛି । କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ପତ୍ତାକା ଉତ୍ତୋଳନ କରିଛନ୍ତି ।

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପଡିଆ ଠାରେ 74 ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।

ଗଜପତି-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ଦ୍ଵାରା ଜାତୀୟ ପତକା ଉତ୍ତୋଳନ କରାଯାଇଛି ।

ଜଗତସିଂହପୁର-ଜଗତସିଂହପୁର ସହରର ନବକୃଷ୍ନ ଚୌଧୁରୀ ଷ୍ଟାଡିୟମ ପରିସରରେ ଜିଲ୍ଲା ସ୍ତରୀୟ ୭୪ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେସରୀ ମହାପାତ୍ର ଯୋଗଦେଇ ଅନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଛନ୍ତି ।

ନବରଙ୍ଗପୁର-୭୪ ତମ ସ୍ବାଧୀନତା ଦିବସ ନବରଙ୍ଗପୁରର ସ୍ଥାନୀୟ ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ରାଜ୍ୟ ଜଳ ସମ୍ପଦ ଓ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

କେନ୍ଦ୍ରାପଡ଼ା -74ତମ ସ୍ବାଧୀନତା ଦିବସ କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ ପଡିଆ ଠାରେ ପାଳିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

କଳାହାଣ୍ଡି -କଳାହାଣ୍ଡି ଜିଲ୍ଲାସ୍ତରୀୟ ୭୪ ତମ ସ୍ଵାଧୀନତା ଦିବସ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓଡିଶା ହସ୍ତତନ୍ତ ,ବୟନଶିଳ୍ପ ଓ ହସ୍ତକଳା ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ପତାକ ଉତ୍ତୋଳନ କରିଛନ୍ତି ।

ଗଞ୍ଜାମ-ଗଞ୍ଜାମ ଜିଲ୍ଲାସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପତାକା ଉତ୍ତୋଳନ କରିଛନ୍ତି ।

ମୟୂରଭଞ୍ଜ-ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ବାରିପଦା ପ୍ୟାରେଡ଼ ପଡିଆ ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି ।

ଯାଜପୁର-କୋରୋନା କଟକଣା ମଧ୍ୟରେ ୭୪ ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଯାଜପୁରର ଜିଲ୍ଲା ହାଇସ୍କୁଲ ପଡିଆରେରେ ପାଳିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାରେ ପତାକା ଉତ୍ତୋଳନ କରିଛନ୍ତି ।

ରାଉରକେଲା-ରାଉରକେଲା ଉଦିତନଗର ମୈଦାନରେ 74 ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ସମ୍ବଲପୁରର RDC ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.