ETV Bharat / city

Odisha Covid Recovery Report : ଆଜି ସୁସ୍ଥ ହେଲେ 7487 କୋରୋନା ସଂକ୍ରମିତ

author img

By

Published : Feb 3, 2022, 10:28 PM IST

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୪୮୭ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 22 ହଜାର 867କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery Report : ଆଜି ସୁସ୍ଥ ହେଲେ 7487 କୋରୋନା ସଂକ୍ରମିତ
Odisha Covid Recovery Report : ଆଜି ସୁସ୍ଥ ହେଲେ 7487 କୋରୋନା ସଂକ୍ରମିତ

ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୪୮୭ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 22 ହଜାର 867କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ୨୪୬୬ ସୁସ୍ଥ ହୋଇଥିବାବେଳେ ନୂଆପଡାରୁ ୫୫୧ ଓ କଟକରୁ ୪୭୯ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ସୁନ୍ଦରଗଡରୁ ୪୨୬, ବାଲେଶ୍ବରରୁ ୩୦୨, ଯାଜପୁରରୁ ୨୧୭, କେନ୍ଦୁଝରରୁ ୨୧୬ ଓ ନୟାଗଡରୁ ୧୯୨ ଆରୋଗ୍ୟ ଲାଭ କରିଛନ୍ତି । ସମ୍ବଲପୁରରୁ ୧୭୯, କୋରାପୁଟରୁ ୧୬୬, କଳାହାଣ୍ତିରୁ ୧୪୫, ବଲାଙ୍ଗୀରରୁ ୧୩୯, ମୟୂରଭଞ୍ଜରୁ ୧୩୪, ବରଗଡରୁ ୧୨୯ ଓ ଜଗତସିଂହପୁରରୁ ୧୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

  • Another 7487 Covid patients have recovered and are being discharged on 03.02.2022

    2466 from Khordha
    551 from Nuapada
    479 from Cuttack
    426 from Sundargarh
    302 from Baleswar
    217 from Jajapur
    216 from Keonjhar
    191 from Nayagarh
    179 from Sambalpur
    166 from Koraput

    — H & FW Dept Odisha (@HFWOdisha) February 3, 2022 " class="align-text-top noRightClick twitterSection" data=" ">

ନବରଙ୍ଗପୁରରୁ ୧୧୯, ଅନୁଗୋଳରୁ ୧୧୦, ଢେଙ୍କାନାଳରୁ ୧୦୮, ପୁରୀରୁ ୧୦୫, ଭଦ୍ରକରୁ ୯୩, ଦେଓଗଡରୁ ୮୯ ଓ ସୋନପୁରରୁ ୮୩ ଜଣ କୋରୋନାକୁ ମାତ ଦେଇଛନ୍ତି । ଗଞ୍ଜାମରୁ ୮୦, କନ୍ଧମାଳରୁ ୭୪, ରାୟଗଡାରୁ ୬୭, ଝାରସୁଗୁଡାରୁ ୬୬, କେନ୍ଦ୍ରାପଡାରୁ ୬୦ ,ବୌଦ୍ଧରୁ ୪୪ ଓ ମାଲକାନଗିରିରୁ ୩୮ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୪୮୭ ।

  • 66 from Jharsuguda
    60 from Kendrapara
    44 from Boudh
    38 from Malkangiri
    487 from State Pool

    The total recovered cases of Odisha now stand at 1222867

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.