ETV Bharat / city

ରାଜ୍ୟର ୪ଟି ପର୍ଯ୍ୟାୟ ନିର୍ବାଚନରେ ୭୩.୦୮% ମତଦାନ: ସିଇଓ

ସରିଛି ରାଜ୍ୟର ନିର୍ବାଚନ । ଏବେ ଗଣତିକୁ ଅପେକ୍ଷା । ତେବେ ରାଜ୍ୟରେ କେତେ ପ୍ରତିଶତ ମତଦାନ ହୋଇଛି ସେ ନେଇ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

author img

By

Published : May 1, 2019, 6:50 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସରିଛି ରାଜ୍ୟର ନିର୍ବାଚନ । ଏବେ ଗଣତିକୁ ଅପେକ୍ଷା । ତେବେ ରାଜ୍ୟରେ କେତେ ପ୍ରତିଶତ ମତଦାନ ହୋଇଛି ସେ ନେଇ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଭୁବନେଶ୍ବର ଲୋକସଭା ଆସନରେ ସର୍ବନିମ୍ନ ୫୯.୬% ମତଦାନ, କୋଟପାଡ଼ ବିଧାନସଭା ଆସନରେ ସର୍ବାଧିକ ୮୬.୮୩ % ମତଦାନ ହୋଇଛି ।

ସେହିଭଳି ଭୁବନେଶ୍ବର (ମଧ୍ୟ) ବିଧାନସଭା ଆସନରେ ସର୍ବନିମ୍ନ ୪୩.୦୪% ମତଦାନ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟରେ ସରିଥିବା ୪ଟି ପର୍ଯ୍ୟାୟ ନିର୍ବାଚନରେ ୭୩.୦୮ % ମତଦାନ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ୭୪.୫୦% , ତୃତୀୟ ପର୍ଯ୍ୟାୟରେ ୭୧.୬୨% ମତଦାନ, ଦ୍ବିତୀୟ ପର୍ଯ୍ୟାୟରେ ୭୨.୫୬% ଓ ପ୍ରଥମ ପର୍ଯ୍ୟାୟରେ ୭୩.୭୬% ମତଦାନ ହୋଇଛି ।

ତେବେ ନବରଙ୍ଗପୁର ଲୋକସଭା ଆସନରେ ସର୍ବାଧିକ ୭୮.୮୯% ମତଦାନ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.