ETV Bharat / city

ମୁକ୍ତିଦାତା ସାଜିଲେ ଗାନ୍ଧୀ, ଜେଲରୁ ମୁକୁଳିଲେ ୭ କଏଦୀ - ଗାନ୍ଧୀ ଜୟନ୍ତୀ

ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ୩ଟି ଜେଲରୁ ମୁକୁଳିଛନ୍ତି ୭ଜଣ କଏଦୀ । ଏନେଇ ଜେଲ ଓ କଏଦୀ ବିଭାଗ ଡିଜି ସତ୍ୟଜିତ ମହାନ୍ତି ଟ୍ବିଟ ଜରିଆରେ ସୁଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 3, 2019, 3:33 AM IST

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀ ଅବସରରେ ଜେଲରୁ ମୁକୁଳିଲେ କଏଦୀ । ରାଜ୍ୟର ୩ଟି ଜେଲରୁ ମୁକୁଳିଛନ୍ତି ୭ଜଣ କଏଦୀ । ଗାନ୍ଧୀ ଜୟନ୍ତୀ ଅବସରରେ ସେମାନଙ୍କର ମୁକ୍ତିଦାତା ସାଜିଛନ୍ତି ମହାତ୍ମା ଗାନ୍ଧୀ । କେନ୍ଦୁଝର ଜେଲରୁ ୫ଜଣ, ଚୌଦ୍ବାର ଜେଲରୁ ଜଣେ, ଝାରୁସୁଗୁଡା ଜେଲରୁ ଜଣେ ଲେଖାଏଁ ମୋଟ ୭ଜଣ କଏଦୀ ମୁକୁଳିଛନ୍ତି ।

7 prisoners released
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
7 prisoners released
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ ଜେଲ ଓ କଏଦୀ ବିଭାଗ ଡିଜି ସତ୍ୟଜିତ ମହାନ୍ତି ଟ୍ବିଟ ଜରିଆରେ ସୁଚନା ଦେଇଛନ୍ତି । ତେବେ ଜେଲରୁ ମୁକୁଳିବା ପରେ ମହାତ୍ମାଗାନ୍ଧୀଙ୍କ ଫଟୋରେ ଫୁଲମାଳ ଦେଇ ଆର୍ଶିବାଦ ନେଇଛନ୍ତି । ତେବେ ଏମାନେ ଜେଲରେ ହତ୍ୟା, ଦୁଷ୍କର୍ମ ଓ ପିଲାଚୋରି ଭଳି ଅନେକ ସଙ୍ଗୀନ ମାମଲାରେ ଦୋଷୀ ସାବସ୍ତ୍ୟ ହୋଇ ସଜା କାଟୁଥିଲେ । ତେବେ ସେମାନଙ୍କ ସଂସ୍କାର ମୁଳକ ସ୍ବଭାବ ଓ ପରିବର୍ତ୍ତନ ଯୋଗୁଁ ତାଙ୍କୁ ମୁକ୍ତି ପାଇଁ ଗୃହ ବିଭାଗର ଏକ ଗଠିତ ଟିମ ଦ୍ବାରା ନିଷ୍ପତି ଆଧାରରେ ସେମାନେ ମୁକ୍ତି ପାଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ମୁକ୍ତିଦାତା ସାଜିଲେ ଗାନ୍ଧି,
ଜେଲରୁ ମୁକୁଳିଲେ ୭ କଏଦିBody:

ଗାନ୍ଧି ଜୟନ୍ତି ଅବସରରେ ଜେଲରୁ ମୁକୁଳିଲେ କଏଦି।ରାଜ୍ଯର ୩ଟି ଜେଲରୁ ମୁକୁଳିଛନ୍ତି ୭ଜଣ କଏଦି।ଗାନ୍ଧି ଜୟନ୍ତି ଅବସରରେ ସେମାନଙ୍କର ମୁକ୍ତିଦାତା ସାଜିଛନ୍ତି ମହାତ୍ମା ଗାନ୍ଧି।କେଉଁଝର ଜେଲରୁ ୫ଜଣ,ଚୌଦ୍ବାର ଜେଲରୁ ଜଣେ,ଝାରୁସୁଗୁଡା ଜେଲରୁ ଜଣେ ଲେଖାଏ ମୋଟ ୭ଜଣ କଏଦି ମୁକୁଳିଛନ୍ତି ଗାନ୍ଧି ଜୟନ୍ତି ଅବସରରେ ।ଏନେଇ ଜେଲ ଓ କଏଦି ବିଭାଗ ଡିଜି ସତ୍ଯଜିତ ମହାନ୍ତି ଟ୍ବିଟ ଜରିଆରେ ସୁଚନା ଜେଇଛନ୍ତି ।ତେବେ ଜେଲରୁ ମୁକୁଳିବା ପରେ ମହାତ୍ମାଗାନ୍ଧିଙ୍କ ଫଟୋରେ ଫୁଲମାଳ ଦେଇ ଆଶିର୍ବା ନେଇଛନ୍ତି। ତେବେ ଏମାନେ ଜେଲରେ ହତ୍ଯା,ଧର୍ଷଣ ଓ ପିଲାଚୋରି ଭଳି ଅନେକ ସଂଗିନ ମାମଲାକେ ଦୋଷି ସାବସ୍ତ୍ଯ ହୋଇ ସଜାକାଟୁଥିଲେ। ତେବେ ସେମାନଙ୍କ ସଂସ୍କାର ମୁଳକ ସ୍ବଭାବ ଓ ପରିବର୍ତନ ଯୋଗୁଁ ତାଙ୍କୁ ମୁକ୍ତି ପାଇଁ ଗୃହ ବିଭାଗ ର ଏକ ଗଠିତ ଟିମ ଦ୍ବାରା ନିଷ୍ପତି ଆଧାରରେ ସେମାନେ ମୁକ୍ତି ପାଇଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.