ETV Bharat / city

ଆଉ 7 ମୁଣ୍ଡ ନେଲା କୋରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା 147କୁ ବୃଦ୍ଧି - ରାଜ୍ୟରେ ମୃତ୍ୟୁ ସଂଖ୍ୟା 147କୁ ବୃଦ୍ଧି

ଆଜି ରାଜ୍ୟରେ ଆଉ 7 ମୁଣ୍ଡ ନେଲା କୋରୋନା । ଗଞ୍ଜାମରୁ 3 ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ, ମାଲକାନଗିରିରୁ ଜଣେ ଲେଖାଏ ମୃତ । ରାଜ୍ୟରେ ଏବେ ସୁଦ୍ଧା 147କୁ ବୃଦ୍ଧି ପାଇଛି ମୃତକଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ଆଉ 7 ମୁଣ୍ଡ ନେଲା କୋରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା 147କୁ ବୃଦ୍ଧି

author img

By

Published : Jul 27, 2020, 11:31 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବରେ ବଢି ଚାଲିଛି କୋରୋନା ମୃତକଙ୍କ ସଂଖ୍ୟା। ଚିକିତ୍ସାଧୀନ ଅବସ୍ଥାରେ ଆଜି ପୁଣି 7 ଜଣଙ୍କର ମୃତ୍ୟୁ ହୋଇଛି । ଏବେ ମୃତ୍ୟୁ ସଂଖ୍ୟା 147କୁ ବୃଦ୍ଧି ପାଇଛି ।

ଆଉ 7 ମୁଣ୍ଡ ନେଲା କୋରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା 147କୁ ବୃଦ୍ଧି
ଆଉ 7 ମୁଣ୍ଡ ନେଲା କୋରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା 147କୁ ବୃଦ୍ଧି

ଗଞ୍ଜାମର 51 ବର୍ଷର ମହିଳା, 58 ବର୍ଷର ପୁରୁଷ, 55 ବର୍ଷର ପୁରୁଷ କୋରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲାର 63 ବର୍ଷର ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ଏହାସହ ଭୁବନେଶ୍ବରର 45 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି। ସେହିପରି ଭାବରେ କଟକ ରେ 66 ବର୍ଷର ପୁରୁଷ ମୃତ୍ୟୁ ବରଣ କରିଥିବା ବେଳେ ମାଲକାନଗିରି ଅଞ୍ଚଳର 51 ବର୍ଷର ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି।

ଆଜି 28 ଜିଲ୍ଲାରୁ 1503 କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରୁ 1002 ଓ ସ୍ଥାନୀୟ ଅଞ୍ଚଳରୁ 501 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଆକ୍ରାନ୍ତ ସଂଖ୍ୟା 26,891ରେ ପହଞ୍ଚିଛି । ସେଥିମଧ୍ୟରୁ 16,793 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9,912 ଆକ୍ଟିଭ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.