ETV Bharat / city

60 ବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଖୋଲିବ ଦୁଇ ନୂଆ ଏନକ୍ଲୋଜର - 60 ବର୍ଷରେ ନନ୍ଦନକାନନ

60 ବର୍ଷରେ ପଦାର୍ପଣ କରିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । 29 ଡିସେମ୍ବର 1960ରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ । ଅଧିକ ପଢନ୍ତୁ...

Nandankanan Zoological Park
ନନ୍ଦନକାନନ ପ୍ରାଣୀ ଉଦ୍ୟାନ
author img

By

Published : Dec 29, 2019, 6:24 AM IST

ଭୁବନେଶ୍ବର: 60 ବର୍ଷରେ ପଦାର୍ପଣ କରିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । 29 ଡିସେମ୍ବର 1960ରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ । ରାଜଧାନୀ ଭୁବନେଶ୍ବରର ହୃଦୟରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମୟକ୍ରମେ ପାଲଟିଛି, ଓଡିଶାର ଅନ୍ୟତମ ପରିଚୟ ।

ପ୍ରତିଷ୍ଠା ଦିବସ ଅବସରରେ, ନନ୍ଦନକାନନର ନିର୍ଦ୍ଦେଶକ ଶଶି ପଲ୍, ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହିବେ । ପ୍ରତିଷ୍ଠା ଦିବସରେ ଗଧିଆ ମାନଙ୍କ ପାଇଁ ଓ ବିଦେଶୀ ମାଙ୍କଡ ମାନଙ୍କ ପାଇଁ ନୂଆକରି 2ଟି ଏନକ୍ଲୋଜରର ଶୁଭାରମ୍ଭ ହେବ ।

ପ୍ରତିଷ୍ଠା ଦିବସରେ ନନ୍ଦନକାନନରେ ଥିବା ବାଘୁଣୀ ରେଣୁକା ଓ ତାର ଦୁଇ ଛୁଆଙ୍କୁ ଏନକ୍ଲୋଜରରେ ଛଡାଯିବ । ଏହାକୁ ପର୍ଯ୍ୟଟକ ମାନେ ଦେଖିପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ନନ୍ଦନକାନନ ପ୍ରାଣୀ ଉଦ୍ୟାନ 60 ବର୍ଷରେ ପଦାର୍ପଣ, ଖୋଲିବ ଦୁଇ ନୂଆ ଏନକ୍ଲୋଜର।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣି ରେଣୁକା ଓ ଦୁଇ ଛୁଆ ଙ୍କୁ ସର୍ବ ସମ୍ମୁଖରେ ଏଂକ୍ଲୋଜରରେ ଛଡାଯିବ। ଏହା ଛଡା ଦୁଇ ନୂତନ ଏନା କ୍ଲୋଜାର କୁ ଉଦଘାଟନ କରାଯିବ।

Body:
ରାତି ପାହିଲେ ନନ୍ଦନକାନନ ର 60 ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଯାହା ପର୍ଯ୍ୟଟକ ଙ୍କ ପାଇଁ ଖୁସିର ଖବର। ନୂଆ ବର୍ଷ ସହ ପ୍ରତିଷ୍ଠା ଦିବସ ଯାହା ଅନେକ ଆସା ନେଇ ଆସୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏହି ପ୍ରତିଷ୍ଠା ଦିବସରେ ନନ୍ଦନକାନନ ରେଥିବା ବାଘୁଣୀ ରେଣୁକା ଓ ତାର ଦୁଇ ଛୁଆ ଏନ୍ କ୍ଲୋଜରରେ ଛଡାଯିବ। ଯାହା ପର୍ଯ୍ୟଟକ ମାନେ ଦେଖିପାରିବେ। ଛଡା ନନ୍ଦନକାନନ ରେ ଦୁଇ ଟି ନୂତନ ଏନକ୍ଲୋଜୋର ପର୍ଯ୍ୟଟକ ଙ୍କ ପାଇଁ ଖୋଲା ଯିବ। ଯାହା ଗୋଟିଏ ଏନ୍ କ୍ଲୋଜର ହେଉଛି ଗଧିଆ ମାନଙ୍କ ପାଇଁ ଓ ଅନ୍ୟଟି ହେଉଛି ବିଦେଶୀ ମାଙ୍କଡ ମାନଙ୍କ ପାଇଁ ନୂତନ ଭାବରେ ଶୁଭାରମ୍ଭ କରାଯିବ।

ଏହି 60 ତମ ପ୍ରତିଷ୍ଠା ଦିବସ ଅବସରରେ ନନ୍ଦନକାନନ ର ନିର୍ଦେଶକ ଶଶି ପଲ୍ ସମେତ ପ୍ରଧାନ ମୁଖ୍ୟ ବନ୍ୟା ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ, ମାନ୍ୟବର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଆଦି ଉପସ୍ଥିତ ରହିବେ। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.