ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କୋରୋନା ଆରୋଗ୍ୟଙ୍କ ସଂଖ୍ୟା ବଢିବାରେ ଲାଗିଛି, ଯାହା ରାଜ୍ୟବାସୀଙ୍କୁ ଏକପ୍ରକାର ଆଶ୍ବସ୍ଥି ଦେଇଛି । ପୂର୍ବାପେକ୍ଷା ପ୍ରତିଦିନ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ 669 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟରେ 3 ଲକ୍ଷ ପାର୍ କରିଛି । ରାଜ୍ୟରେ ଆଜି 669 ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି(ମଙ୍ଗଳବାର) ସମସ୍ତ ଜିଲ୍ଲାରୁ ସୁସ୍ଥ 669 ଜଣଙ୍କ ମଧ୍ୟରୁ ମୟୁରଭଞ୍ଜରୁ ସର୍ବାଧିକ 65, ଖୋର୍ଦ୍ଧାରୁ 58, ସୁନ୍ଦରଗଡରୁ 57, କେନ୍ଦୁଝରରୁ 48, ଝରସୁଗୁଡ଼ାରୁ 47, ଅନୁଗୋଳରୁ 44, କଟକରୁ 40, ଜଗତସିଂହପୁରରୁ 38, କେନ୍ଦ୍ରାପଡାରୁ 31, ଯାଜପୁରରୁ 28, ବରଗଡରୁ 27, ନୂଆପଡ଼ାରୁ 24, ସମ୍ବଲପୁରରୁ 23, କଳାହାଣ୍ଡିରୁ 20, ବାଲେଶ୍ୱରରୁ 18, ବଲାଙ୍ଗୀରରୁ 16, ଗଞ୍ଜାମରୁ 13, ନବରଙ୍ଗପୁରରୁ 12, ଭଦ୍ରକ ଓ ପୁରୀରୁ 7, ବୌଦ୍ଧରୁ 6, ନୟାଗଡରୁ 5, ସୋନପୁରରୁ 5, ଢେଙ୍କାନାଳ ଓ ମାଲକାନଗିରିରୁ 4 କନ୍ଧମାଳ ଓ କୋରାପୁଟରୁ 3, ଦେଓଗଡରୁ 2, ରାୟଗଡାରୁ 1 ଓ ଷ୍ଟେଟ ପୋଲରୁ 13 ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ସୁସ୍ଥସଂଖ୍ୟା 3 ଲକ୍ଷ 12 ହଜାର 734ରେ ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
ଦିନକରେ ରାଜ୍ୟରୁ 669 କୋରୋନା ଆକ୍ରାନ୍ତ ସୁସ୍ଥ - ଓଡିଶା କୋରୋନା ଅପଡେଟ୍
ଦିନକରେ ରାଜ୍ୟରୁ 669 କୋରୋନା ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥସଂଖ୍ୟା 3 ଲକ୍ଷ ପାର୍ । ଅଧିକ ପଢନ୍ତୁ...