ETV Bharat / city

କମୁଛି ସଂକ୍ରମଣ, 6,097 ନୂଆ ସଂକ୍ରମିତ ଚିହ୍ନଟ - ଓଡିଶା କୋରୋନା ରିପୋର୍ଟ

ରାଜ୍ୟରେ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 6 ହଜାର 97 ନୂଆ ସଂକ୍ରମିତ ଚିହ୍ନଟ । ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ । ଅଧିକ ପଢନ୍ତୁ...

କମୁଛି ସଂକ୍ରମଣ, 6,097 ନୂଆ ସଂକ୍ରମିତ ଚିହ୍ନଟ

author img

By

Published : Jun 10, 2021, 8:58 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 6 ହଜାର 97 ନୂଆ ସଂକ୍ରମିତ ଚିହ୍ନଟ । ଯାହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 37 ହଜାର 226କୁ ବୃଦ୍ଧି । ନୂତନ ସଂକ୍ରମିତଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ 3 ହଜାର 446 ଏବଂ ଲୋକାଲ ସଂକ୍ରମଣ 2 ହଜାର 651 ରହିଛି । ସେପଟେ ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1 ହଜାର 17 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କମୁଛି ସଂକ୍ରମଣ, 6,097 ନୂଆ ସଂକ୍ରମିତ ଚିହ୍ନଟ
କମୁଛି ସଂକ୍ରମଣ, 6,097 ନୂଆ ସଂକ୍ରମିତ ଚିହ୍ନଟ

ସେହିପରି ଅନୁଗୋଳରୁ 295, ବାଲେଶ୍ବରରୁ 392, ବରଗଡରୁ 107, ଭଦ୍ରକରୁ 246, ବଲାଙ୍ଗୀରରୁ 77, ବୌଦ୍ଧରୁ 130, କଟକରୁ 647, ଦେବଗଡରୁ 28, ଢେଙ୍କାନାଳରୁ 73, ଗଜପତିରୁ 48, ଗଞ୍ଜାମରୁ 45, ଜଗତସିଂହପୁରରୁ 226, ଯାଜପୁରରୁ 434, ଝାରସୁଗୁଡାରୁ 42, କଳାହାଣ୍ଡିରୁ 77, କନ୍ଧମାଳରୁ 112, କେନ୍ଦ୍ରାପଡାରୁ 253, କେନ୍ଦୁଝରରୁ 123, କୋରାପୁଟରୁ 126, ମାଲକାନଗିରିରୁ 84, ମୟୂରଭଞ୍ଜରୁ 297, ନବରଙ୍ଗପୁରରୁ 146, ନୟାଗଡରୁ 120, ନୂଆପଡାରୁ 17, ପୁରୀରୁ 291, ରାୟଗଡାରୁ 120, ସମ୍ବଲପୁରରୁ 101, ସୋନପୁରରୁ 64, ସୁନ୍ଦରଗଡରୁ 208 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ପଜିଟିଭଙ୍କ ସଂଖ୍ୟା 151 ରହିଛି ।

ସେପଟେ ରାଜ୍ୟରେ ଆଉ 8 ହଜାର 32 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା 7 ଲକ୍ଷ 64 ହଜାର 673 ଛୁଇଁଛି । ବର୍ତ୍ତମାନ ରାଜ୍ୟରେ 69 ହଜାର 333ଟି ସକ୍ରିୟ ମାମଲା ରହିଛି ଏବଂ ଏଯାବତ୍ 1 କୋଟି 24 ଲକ୍ଷ 57 ହଜାର 606ଟି ଟେଷ୍ଟ କରାଯାଇଛି । ତେବେ ଗତ କିଛି ଦିନର କୋରୋନା ସ୍ଥିତିକୁ ବିଚାର କଲେ ରାଜ୍ୟରେ ଲକଡାଉନ କଟକଣା ଫଳପ୍ରଦ ହେଉଥିବା କୁହାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.