ETV Bharat / city

30 ଜୁନ ଯାଏଁ ଛଅ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ ବାତିଲ - ଟ୍ରେନ ବାତିଲ

ଦୈନିକ ଚଳାଚଳ କରୁଥିବା ଛଅ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ 30 ଜୁନ୍ ପର୍ଯ୍ୟନ୍ତ ବାତିଲ କରିବାକୁ ପୂର୍ବତଟ ରେଲୱେର ନିଷ୍ପତ୍ତି । ଅଧିକ ପଢ଼ନ୍ତୁ...

6 pair of train got cancelled, east coast railway, ଛଅ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ, ଟ୍ରେନ ବାତିଲ, ପୂର୍ବତଟ ରେଲୱେ
ଛଅ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ 30 ଜୁନ୍ ପର୍ଯ୍ୟନ୍ତ ବାତିଲ
author img

By

Published : Jun 18, 2021, 9:29 PM IST

ଭୁବନେଶ୍ବର: ଦୈନିକ ଚଳାଚଳ କରୁଥିବା ଛଅ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ 30 ଜୁନ୍ ପର୍ଯ୍ୟନ୍ତ ବାତିଲ। ତିନି ଯୋଡ଼ା ବିଶେଷ ଟ୍ରେନ ଶନିବାର ଏବଂ ରବିବାର ଦିନ ବାତିଲ ରହିବ। ଛଅ ଯୋଡ଼ା ଟ୍ରେନ୍ 21 ରୁ 30 ଜୁନ୍ ପର୍ଯ୍ୟନ୍ତ ଏବଂ ଛଅ ଯୋଡ଼ା 22 ଜୁନ୍‌ରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବାତିଲ ରହିବ।

ଏକ ଯୋଡ଼ା ବିଶେଷ ଟ୍ରେନ ଆଂଶିକ ବାତିଲ ରହିବ। ଯାତ୍ରୀ ହେଉନଥିବାରୁ ତଥା କୋଭିଡ଼-୧୯ ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଛି ନିଷ୍ପତ୍ତି । ରାତ୍ରି 8 ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରହିବ।

କୋଭିଡ଼-19 ସଂକ୍ରମଣର ରୋକିବା ଏବଂ ଖରାପ ପୃଷ୍ଠପୋଷକତା ପାଇଁ ଉଭୟ ଦିଗରୁ 30 ଜୁନ୍, 2021 ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମାନଙ୍କରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଜୁନ 21 ତାରିଖ ଠାରୁ 30 ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ ଗୁଡ଼ିକ ହେଲା :-

01. 084312/08432 ପୁରୀ-କଟକ-ପୁରୀ ସ୍ବତନ୍ତ୍ର ଟ୍ରେନ

02. 08493/08494 ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ

03. 08456/08455 ଭୁବନେଶ୍ବର-କେନ୍ଦୁଝରଗଡ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ

04. 08412/08411 ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ

05. 08438/08437 କଟକ-ଭଦ୍ରକ-କଟକ ସ୍ବତନ୍ତ୍ର ଟ୍ରେନ

06. 08461/08462 କଟକ-ପାରାଦୀପ-କଟକ ସ୍ବତନ୍ତ୍ର ଟ୍ରେନ

07. 08454/08453 କଟକ-ଭଦ୍ରକ-କଟକ ସ୍ବତନ୍ତ୍ର ଟ୍ରେନ

21 ଜୁନ୍‌ରୁ ଜୁଲାଇ ପହିଲା ମଧ୍ୟରେ ବାତିଲ ହେଉଥିବା ଟ୍ରେନ ଗୁଡ଼ିକ ହେଲା:-

08528/08527 ବିଶାଖାପଟନମ୍-ରାୟପୁର-ବିଶାଖାପଟନମ୍ ସ୍ବତନ୍ତ୍ର ଟ୍ରେନ ବିଶାଖାପାଟନମ୍ ରୁ 21 ରୁ 30 ଜୁନ୍ ଏବଂ ରାୟପୁରରୁ 22 ଜୁନରୁ ଜୁଲାଇ 1 ପର୍ଯ୍ୟନ୍ତ ବାତିଲ ।

08515/08516 ବିଶାଖାପଟନମ୍-କିରନ୍ଦୁଲ-ବିଶାଖାପଟନମ୍ ସ୍ବତନ୍ତ୍ର ଟ୍ରେନ ବିଶାଖାପାଟନମ୍ ଠାରୁ 21ରୁ 30 ଜୁନ୍ ପର୍ଯ୍ୟନ୍ତ ଏବଂ କିରନ୍ଦୁଲରୁ 22 ଜୁନ ରୁ ଜୁଲାଇ 1 ପର୍ଯ୍ୟନ୍ତ ବାତିଲ ।

08445/08446 ଭୁବନେଶ୍ବର-ଜଗଦଲପୁର-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ବର ଠାରୁ 21 ରୁ 30 ଜୁନ୍ ଏବଂ ଜଗଦଲପୁରରୁ 22 ଜୁନରୁ ଜୁଲାଇ 1 ପର୍ଯ୍ୟନ୍ତ ବାତିଲ ।

08561/08562 ବିଶାଖାପଟନମ୍-କାଚେଗୁଡା-ବିଶାଖାପଟନମ୍ ସ୍ବତନ୍ତ୍ର ଟ୍ରେନ ବିଶାଖାପଟନମ୍ ରୁ 21 ରୁ 30 ଜୁନ୍ ପର୍ଯ୍ୟନ୍ତ ଏବଂ କାଚେଗୁଡା ଠାରୁ 22 ଜୁନରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ।

07488/07487 ବିଶାଖାପଟନମ୍-କଡପା-ବିଶାଖାପଟନମ୍ ସ୍ବତନ୍ତ୍ର ଟ୍ରେନ ବିଶାଖାପଟମ ଠାରୁ 21 ରୁ 30 ଜୁନ୍ ଏବଂ କଡପା ଠାରୁ 22 ଜୁନ ରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ।

02831/02832 ବିଶାଖାପଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପଟନମ୍ ସ୍ବତନ୍ତ୍ର ଟ୍ରେନ ଜୁନ 21 ରୁ 30 ତାରିଖ ପର୍ଯ୍ୟନ୍ତ ଏବଂ ଲିଙ୍ଗମପଲ୍ଲୀ ଠାରୁ 22 ଜୁନରୁ ଜୁଲାଇ 1 ପର୍ଯ୍ୟନ୍ତ ବାତିଲ ।

ଶନିବାର ଏବଂ ରବିବାର ଦିନମାନଙ୍କରେ ବାତିଲ୍ ହେଉଥିବା ଟ୍ରେନ ।

01. 08428/08427 ପୁରୀ-ଅନୁଗୋଳ-ପୁରୀ ସ୍ବତନ୍ତ୍ର ଟ୍ରେନ ଟ୍ରେନ ।

02. 08433/08434 ଭୁବନେଶ୍ବର-ପଲାସା-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ ।

03. 02892/02891 ଭୁବନେଶ୍ବର-ବାଙ୍ଗିରିପୋସି-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ।

ଆଂଶିକ ବାତିଲ୍ ହେଉଥିବା ଟ୍ରେନ ।

08428/08427 ପୁରୀ-ଅନୁଗୋଳ-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ 21 ଏବଂ 25 ଜୁନ୍ ଏବଂ 28 ରୁ 30 ଜୁନ୍, 2021 ମଧ୍ୟରେ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ ଏବଂ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ।

ରାତ୍ରି 8 ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରହିବ । କୋଭିଡ଼-19 ସଙ୍କଟ ସମୟରେ ପ୍ରତିଷେଧକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲକଡାଉନ୍ ସମୟ ବଳବତ୍ତର ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ରାତ୍ରି 8 ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରଖିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.