ETV Bharat / city

ଅଚାନକ ଲିଙ୍ଗରାଜ ମନ୍ଦିର ଗସ୍ତରେ 5ଟି ସଚିବ - ଲିଙ୍ଗରାଜ ମନ୍ଦିର ଗସ୍ତରେ 5ଟି ସଚିବ

ବୁଧବାର ଭୋର ୪ଟା ବେଳେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

5ଟି ସଚିବଙ୍କ ଅଚାନକ ଲିଙ୍ଗରାଜ ମନ୍ଦିର ଗସ୍ତ
5ଟି ସଚିବଙ୍କ ଅଚାନକ ଲିଙ୍ଗରାଜ ମନ୍ଦିର ଗସ୍ତ
author img

By

Published : Dec 4, 2019, 12:20 PM IST

ଭୁବନେଶ୍ବର: ଭୋର ସମୟରେ ଅଚାନକ ଲିଙ୍ଗରାଜ ମନ୍ଦିର ଗସ୍ତ କଲେ ୫ଟି ସଚିବ । ବୁଧବାର ଭୋର ୪ଟା ବେଳେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

5T Secretary visits Lingaraj Temple
5ଟି ସଚିବଙ୍କ ଅଚାନକ ଲିଙ୍ଗରାଜ ମନ୍ଦିର ଗସ୍ତ
ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ 8.5 କୋଟି ଟଙ୍କା ଘୋଷଣା କରାଯାଇଥିବାବେଳେ ଏହି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ପାଇଁ ବିଏମସି ,ବିଡ଼ିଓ ଓ ସାଧାରଣ ପ୍ରଶାସନ ବିଭାଗକୁ ଦାୟିତ୍ଵ ହସ୍ତାନ୍ତର କରାଯାଇଛି । ମନ୍ଦିରର ସ୍ଵଚ୍ଛତା ବଜାୟ ରଖିବା ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି ।
5T Secretary visits Lingaraj Temple
5ଟି ସଚିବଙ୍କ ଅଚାନକ ଲିଙ୍ଗରାଜ ମନ୍ଦିର ଗସ୍ତ

ଏହି ପ୍ରକଳ୍ପ ଗୁଡିକ ଅଗ୍ରଗତିର ସମୀକ୍ଷା କରିବା ପାଇଁ ଆଜି ୫ଟି ସଚିବ ଲିଙ୍ଗରାଜ ମନ୍ଦିର ଯାଇ ସେଠାରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ ପୂର୍ତ୍ତ ସଚିବ କିଶନ କୁମାର, ଖୋର୍ଦ୍ଧା ଏଡିଏମ୍, ମନୋରଞ୍ଜନ ମଲ୍ଲିକ ଓ ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କ ସମେତ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାତି ଅଧିଆ ଅଚାନକ ଗସ୍ତ କଲେ ୫ଟି ସଚିବ ।ଆଜି ଭୋର ୪ଟା ବେଳେ ୫ଟି ସଚିବ ଭି,କେ ପାଣ୍ଡିଆନ୍ ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନୟନ ପ୍ରକଳ୍ପ ର ସମୀକ୍ଷା କରିଛନ୍ତି ।ଲିଙ୍ଗରାଜ ମନ୍ଦିର ର ପାରିପାର୍ଶ୍ବିକ ଉନ୍ନତି ଓ ସ୍ଵନ୍ଦର୍ଯ କରଣ ପାଇଁ ୮.୫ କୋଟି ଟଙ୍କା ଘୋଷଣା କରିଥିବା ବେଳେ ।Body:ଏହି ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ କରିବା ପାଇଁ ବିଏମସି ,ବିଡ଼ିଓ ,ଓ ସାଧାରଣ ପ୍ରଶାସନ ବିଭାଗ କୁ ଦାଇତ୍ଵ ହସ୍ତାନ୍ତର କରାଯାଇଛି । ମନ୍ଦିର ର ସ୍ଵଛତା ବଜାୟ ରଖିବା ପାଇଁ ଏକ ଘୋରାଇ ଶସ୍ତା କୁ ଦାଇତ୍ଵ ଦିଆଯାଇଛି ।Conclusion:ଏହି ପ୍ରକଳ୍ପ ଗୁଡିକ ଅଗ୍ରଗତି ର ସମୀକ୍ଷା କରିବା ପାଇଁ ଆଜି ୫ଟି ସଚିବ ଲିଙ୍ଗରାଜ ମନ୍ଦିର ଯାଇ ସେଠାରେ ସମୀକ୍ଷା କରିଛନ୍ତି ।ସମୀକ୍ଷା ବେଳେ ପୂର୍ତ୍ତ ସଚିବ କିଶନ କୁମାର ,ଖୋର୍ଦ୍ଧା ଏଡିଏମ୍ ,ମନୋରଞ୍ଜନ ମଲ୍ଲିକ ଓ ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ ସମେତ ମନ୍ଦିର ପ୍ରସାସନ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.