ETV Bharat / city

ODISHA COVID RECOVERY REPORT : ଆଜି ସୁସ୍ଥ ହେଲେ 5965 କୋରୋନା ସଂକ୍ରମିତ

author img

By

Published : Jan 17, 2022, 9:33 PM IST

କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ 5965 ଆକ୍ରାନ୍ତ । ସୋମବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ 30 ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 5965 ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 66032କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

ODISHA COVID RECOVERY REPORT : ଆଜି ସୁସ୍ଥ ହେଲେ  5965 କୋରୋନା ସଂକ୍ରମିତ
ODISHA COVID RECOVERY REPORT : ଆଜି ସୁସ୍ଥ ହେଲେ 5965 କୋରୋନା ସଂକ୍ରମିତ

ଭୁବନେଶ୍ବର: କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ 5965 ଆକ୍ରାନ୍ତ । ସୋମବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ 30 ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 5965 ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 66032କୁ ବୃଦ୍ଧି ହୋଇଛି ।

  • Another 5965 Covid patients have recovered and are being discharged on 17.01.2022

    1223 from Khordha
    1151 from Sundargarh
    609 from Sambalpur
    502 from Cuttack
    297 from Jharsuguda
    201 from Mayurbhanj
    177 from Koraput
    172 from Nayagarh
    143 from Nabarangpur
    132 from Bolangir

    — H & FW Dept Odisha (@HFWOdisha) January 17, 2022 " class="align-text-top noRightClick twitterSection" data=" ">

ପୁରୀରୁ ସର୍ବାଧିକ ୧୧୯ ଜଣ ଆରୋଗ୍ୟ ଲାଭ କରିଥିବାବେଳେ କେନ୍ଦ୍ରାପଡାରୁ ୧୧୬ ଓ କେନ୍ଦୁଝରରେ ୧୦୪ ସୁସ୍ଥ ହୋଇଛନ୍ତି । କଳାହାଣ୍ତିରୁ ୮୪, ଯାଜପୁରରୁ ୭୮, ବରଗଡରୁ ୭୫ , ବାଲେଶ୍ବରରୁ ୭୩, ଜଗତସିଂହପୁରରୁ ୬୬ ଓ ରାୟଗଡାରୁ ୫୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୋନପୁରରୁ ୫୪, ଗଜପତିରୁ ୪୬, ଗଞ୍ଜାମରୁ ୪୬, ଅନୁଗୋଳରୁ ୪୩, ଢେଙ୍କାନାଳରୁ ୩୮ ଓ ଦେଓଗଡରୁ ୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି କନ୍ଧମାଳରୁ ୧୭, ଭଦ୍ରକରୁ ୧୬, ଓ ମାଲକାନଗିରିରୁ ୧୦ ଜଣ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୨୯୬ ।

  • 119 from Puri
    116 from Kendrapara
    104 from Keonjhar
    84 from Kalahandi
    78 from Jajapur
    75 from Bargarh
    73 from Baleswar
    66 from Jagatsinghpur
    58 from Rayagada
    54 from Sonepur
    46 from Gajapati
    46 from Ganjam
    43 from Anugul
    38 from Dhenkanal
    19 from Deogarh
    17 from Kandhamal

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.