ETV Bharat / city

ରାଜଧାନୀରେ ଆଜି 541 ନୂଆ କୋରୋନା ଆକ୍ରାନ୍ତ

author img

By

Published : Sep 2, 2020, 8:10 PM IST

ରାଜଧାନୀରେ ବୁଧବାର 541 କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଫଳରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା 11 ହଜାର ପାର ହୋଇଛି। ତେବେ ଏଠାରେ ହୋମକ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ଅଧିକ ରହିଥିବା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

ରାଜଧାନୀରେ ଆଜି 541 ନୂଆ କୋରୋନା ଆକ୍ରାନ୍ତ
ରାଜଧାନୀରେ ଆଜି 541 ନୂଆ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀରେ ବୁଧବାର 541 କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଫଳରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା 11 ହଜାର ପାର ହୋଇଛି। ତେବେ ଏଠାରେ ହୋମକ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ଅଧିକ ରହିଥିବା ଦେଖିବାକୁ ମିଳୁଛି ।

ରାଜଧାନୀରେ ହୋମ କ୍ଵାରେଣ୍ଟାଇନରୁ 220 ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 23 ଜଣ ଘରୋଇ ହସ୍ପିଟାଲର କର୍ମଚାରୀ, 16 ଜଣ ପୋଲିସ କର୍ମଚାରୀ, 7 ଜଣ ନୀଳାଦ୍ରି ବିହାର ଅଞ୍ଚଳରୁ ଚିହ୍ନଟ କରାଯାଇଛି। ସେହିପରି 6 ଜଣ ଝାରପଡା, 9 ଜଣ ଉତ୍କଳ ୟୁନିଭରସିଟି କ୍ୟାମ୍ପସରୁ ଚିହ୍ନଟ ହୋଇଛନ୍ତି। 5 ଜଣ ୟୁନିଟ-8, 9 ଜଣ ୟୁନିଟ-6, 4 ଜଣ ସାଲିଆ ସାହି, 6 ଜଣ ନୀଳାଦ୍ରି ବିହାର, 3 ଜଣ ଡୁମଡୁମା, 3 ଜଣ ଝାରପଡ଼ା, 5 ଜଣ ମାଷ୍ଟରକ୍ୟାଣ୍ଟିନ, 3 ଜଣ ହଂସପାଳ, 3 ଜଣ କିଟ ଛକ, 3 ଜଣ ବରମୁଣ୍ଡା, 3 ଜଣ ଓଲଡ଼ ଷ୍ଟେସନ ଛକ ନିକଟରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ସ୍ଥାନୀୟ ସଂକ୍ରମଣରୁ ମୋଟ 321ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 11 ଜଣ ବ୍ୟାଙ୍କ କର୍ମଚାରୀ, 11 ଜଣ ପଟିଆ ଅଞ୍ଚଳରୁ, 10 ଜଣ ଶୈଳେଶ୍ରୀ ବିହାର, 11 ଜଣ ଭୀମପୁର, 5 ଜଣ ଭିଏସଏସ ନଗର, 6 ଜଣ ସୁନ୍ଦରପଦା, 4 ଜଣ ଓଲଡ଼ ଟାଉନ, 4 ଜଣ ସତ୍ୟନଗର, 7 ଜଣ ଚିନ୍ତାମଣିଶ୍ୱର, 5 ଜଣ ନୀଳାଦ୍ରି ବିହାର, 5 ଜଣ ୟୁନିଟ-9, 7 ଜଣ ନୟାପଲ୍ଲୀ ନୂଆସାହି, 6 ଜଣ ମଞ୍ଚେଶ୍ୱର, 4 ଜଣ ବଡଗଡ, 6 ଜଣ ଖଣ୍ଡଗିରିରୁ ଚିହ୍ନଟ ହୋଇଛନ୍ତି । ଅପରପକ୍ଷେ ଭୁବନେଶ୍ୱରରୁ 300 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା 11273 ରହିଛି । ଅନ୍ୟପକ୍ଷରେ 6935 ଜଣ ସୁସ୍ଥ ହୋଇଥିବା ବେଳେ 4282 ଜଣ ସକ୍ରିୟ ଓ 44 ଜଣଙ୍କର ମୃତ୍ୟୁ ହୋଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.