ETV Bharat / city

ଦକ୍ଷତା ବିକାଶ ଅଧିନରେ ୫୪ ହଜାର ଜଣଙ୍କୁ ଦିଆଯାଇଛି ତାଲିମ - odisha assembly

ଦକ୍ଷତା ବିକାଶ ଅଧିନରେ 2011-12ରୁ ଆଜି ପର୍ଯ୍ୟନ୍ତ 54 ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ଦିଆଯାଇଛି ତାଲିମ । 18 ହଜାର ପିଲା ନିଯୁକ୍ତି ଦିଆଯାଇଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ । ଅଧିକ ପଢନ୍ତୁ...

ଦକ୍ଷତା ବିକାଶ ଅଧିନରେ ୫୪ ହଜାର ଜଣଙ୍କୁ ଦିଆଯାଇଛି ତାଲିମ

author img

By

Published : Mar 20, 2021, 12:42 PM IST

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଅଷ୍ଟମ ଦିନ । ପ୍ରଶ୍ନକାଳରେ ଦକ୍ଷତା ବିକାଶ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଦକ୍ଷତା ବିକାଶ ଅଧିନରେ 2011-12ରୁ ଆଜି ପର୍ଯ୍ୟନ୍ତ 54 ହଜାରରୁ ଅଧିକ ଯୁବକଯୁବତୀଙ୍କୁ ଦିଆଯାଇଛି ତାଲିମ । 18 ହଜାର ପିଲା ନିଯୁକ୍ତି ପାଇଛନ୍ତି । ଦକ୍ଷତା ବିକାଶ ପାଇଁ 4 ଟି ବ୍ୟାଚରେ 141 ଜଣଙ୍କୁ ସିଙ୍ଗାପୁର ପଠାଯାଇଥିଲା । ଏବେ ସେମାନେ ଆଟିଆଇ ପଲିଟେକ୍ନିକ ନିର୍ଦ୍ଦେଶାଳୟରେ ନିଯୁକ୍ତି ଦିଆଯାଇଛି । ପ୍ରଶ୍ନ କାଳରେ ସୂଚନା ଦେଲେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ।

ଦକ୍ଷତା ବିକାଶ ଅଧିନରେ ୫୪ ହଜାର ଜଣଙ୍କୁ ଦିଆଯାଇଛି ତାଲିମ

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.