ETV Bharat / city

ରାଜଧାନୀରେ ବଢିଲା ସଂକ୍ରମଣ, 24 ଘଣ୍ଟାରେ 51 ଆକ୍ରାନ୍ତ - ଭୁବନେଶ୍ବର

ରାଜଧାନୀ ଭୁବନେଶ୍ବରରୁ ଆଜି 51 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ 11 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜଧାନୀରେ ବଢିଲା ସଂକ୍ରମଣ, 24 ଘଣ୍ଟାରେ 51 ଆକ୍ରାନ୍ତ

author img

By

Published : Mar 28, 2021, 8:02 PM IST

ଭୁବନେଶ୍ବର: ଆଜି ରାଜ୍ୟରେ ମୋଟ 290 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 171ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 119 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ରାଜଧାନୀ ଭୁବନେଶ୍ବରରୁ ଆଜି 51 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ 11 ଜଣ ସୁସ୍ଥ ହୋଇଛନ୍ତି ।

ରାଜଧାନୀରେ ବଢିଲା ସଂକ୍ରମଣ, 24 ଘଣ୍ଟାରେ 51 ଆକ୍ରାନ୍ତ
ରାଜଧାନୀରେ ବଢିଲା ସଂକ୍ରମଣ, 24 ଘଣ୍ଟାରେ 51 ଆକ୍ରାନ୍ତ

କ୍ବାରେଣ୍ଟାଇନରୁ 6 ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 45 ଜଣ ଚିହ୍ନଟ ହୋଇଛନ୍ତି । ରାଜଧାନୀର ଗଜପତିନଗର ସ୍ଥିତ ଏକ ଇନଷ୍ଟିଚ୍ୟୁଟର 25 ଜଣ ଚିହ୍ନଟ ହୋଇଛନ୍ତି । ପଟିଆ ପ୍ରାଇଭେଟ୍ ସ୍କୁଲରୁ 4 ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ବରମୁଣ୍ଡା, କଟକ ରୋଡ, ହଂସପାଳ, ପଳାଶୁଣୀ, ବାପୁଜୀନଗର, ଭିମଟାଙ୍ଗୀ, ବମିଖାଲ, ଝାରପଡା, ଓଲଡଟାଉନ୍, ପଟିଆ, ସତ୍ୟନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.