ETV Bharat / city

ରାଜ୍ୟରେ ଆଉ 570 କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Dec 6, 2020, 8:25 PM IST

Updated : Dec 6, 2020, 8:51 PM IST

ରାଜ୍ୟରେ ଆଉ 570 କୋରୋନା ଆକ୍ରାନ୍ତ ସୁସ୍ଥ । 3 ଲକ୍ଷ 15 ହଜାର 840 ଛୁଇଁଲା ଆରୋଗ୍ୟ ସଂଖ୍ୟା । ଅଧିକ ପଢନ୍ତୁ....

507 covid patients have recovered from corona
ରାଜ୍ୟରେ ଆଉ 507 କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଜି (ରବିବାର) ଆରୋଗ୍ୟ ହୋଇଛନ୍ତି 570 କୋରୋନା ଆକ୍ରାନ୍ତ। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 15 ହଜାର 840ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

30ଟି ଜିଲାରେ 507 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଅନୁଗୁଳରୁ 78, କଟକରୁ 54, ମୟୁରଭଞ୍ଜରୁ 51,ସୁନ୍ଦରଗଡରୁ 43 ଓବଲାଙ୍ଗୀରରୁ 41 ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ସେହିପରି, ଖୋର୍ଦ୍ଧାରୁ 40, ପୁରୀରୁ 37, ବାଲେଶ୍ବରରୁ 34 ଓ କଳାହାଣ୍ଡିରୁ 24 ଜଣ ସୁସ୍ଥ ହୋଇଛନ୍ତି ।

ଜଗତସିଂହପୁରର 20, ଯାଜପୁରରୁ 18, ନୂଆପଡାରୁ 17, ବରଗଡ,କେନ୍ଦୁଝରରୁ 14,କେନ୍ଦ୍ରାପଡା ଓ ସମ୍ବଲପୁରରୁ 13 ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଭଦ୍ରକରୁ 12, ଢେଙ୍କାନାଳରୁ 8, ଝରସୁଗୁଡ଼ାରୁ 7, ନବରଙ୍ଗପୁରରୁ 6, ରାୟଗଡାରୁ, ସୋନପୁରରୁ 3 ଜଣ ସୁସ୍ଥ ହୋଇଛନ୍ତି । ଦେଓଗଡ,ଗଞ୍ଜାମ,କନ୍ଧମାଳ , କୋରାପୁଟ ଓ ନୟାଗଡରୁ ମଧ୍ୟ 2 ଜଣ , ବୌଦ୍ଧ ଓ ମାଲକାନଗିରିରୁ 1 ଜଣ ଆରୋଗ୍ୟ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Dec 6, 2020, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.