ETV Bharat / city

ଭୁବନେଶ୍ବରର 5ଟି ସ୍କୁଲ ବୁଲି ଦେଖିଲେ 5‘ଟି’ ସଚିବ

ସ୍କୁଲ ପରିଦର୍ଶନରେ 5‘ଟି’ ସଚିବ ଭିକେ ପାଣ୍ଡିଆନ । ଭୁବନେଶ୍ବରର ୟୁନିଟ 6, କ୍ୟାପିଟାଲ ହାଇସ୍କୁଲ, ୟୁନିଟ 9 ବାଳିକା ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ ହାଇସ୍କୁଲ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 17, 2021, 9:44 AM IST

ଭୁବନେଶ୍ବରର 5ଟି ସ୍କୁଲ ବୁଲି ଦେଖିଲେ 5ଟି ସଚିବ

ଭୁବନେଶ୍ବର: ସ୍କୁଲ ପରିଦର୍ଶନ କଲେ 5‘ଟି’ ସଚିବ ଭିକେ ପାଣ୍ଡିଆନ । ଭୁବନେଶ୍ବରର 5ଟି ସ୍କୁଲ ବୁଲି ଦେଖିଛନ୍ତି । ୟୁନିଟ 6, କ୍ୟାପିଟାଲ ହାଇସ୍କୁଲ, ୟୁନିଟ 9 ବାଳିକା ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ ହାଇସ୍କୁଲ ଗସ୍ତ କରିଛନ୍ତି । ସ୍କୁଲ ଗସ୍ତ ସମୟରେ ସେ ଶିକ୍ଷକ, ପରିଚାଳନା କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ସାଇନ୍ସ ଲାବ, ସ୍ମାର୍ଟ କ୍ଲାସରୁମ, କ୍ରୀଡା ସୁବିଧା, ମାଟ୍ରିକ ପିଲାଙ୍କ ରେଜଲ୍ଟ ବିଷୟରେ ପଚାରି ବୁଝିଥିଲେ । ଫଳାଫଳ ଭଲ କରିବାକୁ କଣ କଣ ଆବଶ୍ୟକ ସେନେଇ ମତ ଲୋଡିଥିଲେ ।

ସେହିଭଳି ମୋ ସ୍କୁଲ କେତେ ସକ୍ରିୟ, ଏଥିରେ କଣ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସେନେଇ ଆଲୋଚନା କରିଛନ୍ତି । କିଛି ସ୍କୁଲ ଏଥିରେ ଭଲ ପ୍ରଦର୍ଶନ କରିଥିବା ଜଣାପଡିଛି । ସ୍କୁଲ ଇକୋ ସିଷ୍ଟମରେ ସୁଧାର ଆଣିବାକୁ କଣ ଆବଶ୍ୟକ ବୋଲି ସେ ପଚାରିଥିଲେ ।

ସୂଚନାଯୋଗ୍ୟ, ମାର୍ଚ୍ଚ 8 ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିଛି । କୋରୋନା କଟକଣାରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହ ପିଲାମାନେ ସ୍କୁଲ ଯାଉଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.