ETV Bharat / city

'ମୋ ସରକାର'ରେ ସାମିଲ ହେଲା 5ଟି ବିଭାଗ

author img

By

Published : Feb 29, 2020, 6:43 PM IST

Updated : Feb 29, 2020, 8:23 PM IST

'ମୋ ସରକାର'ରେ ସାମିଲ ହେଲା ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ କରିଛନ୍ତି ଏହି 5ଟି ବିଭାଗକୁ ।

5 sections were included in 'MO SARKAR'
'ମୋ ସରକାର'ରେ ସାମିଲ ହେଲା 5ଟି ବିଭାଗ

ଭୁବନେଶ୍ବର: 'ମୋ ସରକାର'ରେ ଏକକାଳୀନ ଭାବେ ସାମିଲ ହେଲା 5ଟି ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ 5ଟି ବିଭାଗ ସାମିଲ ହୋଇଛି ।

'ମୋ ସରକାର'ରେ ସାମିଲ ହେଲା 5ଟି ବିଭାଗ

ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏହି 5ଟି ବିଭାଗକୁ 'ମୋ ସରକାର'ରେ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅଶୋକ ପଣ୍ଡା, ତୁଷାରକାନ୍ତି ବେହେରା, ରଘୁନନ୍ଦନ ଦାସ ଉପସ୍ଥିତ ରହିଥିଲେ । ସେହିପରି ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନ , 5'ଟି' ସଚିବ ଭି.କେ ପାଣ୍ଡିଆନଙ୍କ ସହ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିତିଲେ । କୌଶଳ ବିକାଶ ଉପଦେଷ୍ଟା ସୁବ୍ରତ ବାଗଚି, ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜ, ଓଟିଡିସି ଚେୟାରମ୍ୟାନ ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 29, 2020, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.