ETV Bharat / city

ଭୁବନେଶ୍ବରରେ ପୁଣି 5 କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବରରେ ପୁଣି 5 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସମସ୍ତ ଆକ୍ରାନ୍ତ ପ୍ରବାସୀ ଓଡିଆ ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

5 corona positive identified in bhubaneswar
ଭୁବନେଶ୍ବରରେ 5 କୋରୋନା ପଜିଟିଭ ଚିହ୍ନଟ
author img

By

Published : Jun 6, 2020, 7:27 PM IST

ଭୁବନେଶ୍ବର: ଭୁବନେଶ୍ବରରେ ପୁଣି 5 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସମସ୍ତ ଆକ୍ରାନ୍ତ ପ୍ରବାସୀ ଓଡିଆ ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

ଡୁମଡୁମା ଓ ଘାଟିକିଆ ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ଓଲଡ ଟାଉନର ହୋଇଥିବା ବେଳେ ସେ ଗୁଜୁରାଟରୁ ଫେରିଥିବା ଜଣାପଡିଛି । ସେହିପରି ପୋଖରୀପୁଟରେ ଚିହ୍ନଟ ଆକ୍ରାନ୍ତ ନିଜ ପରିବାର ସହିତ ଦିଲ୍ଲୀରୁ ଫେରିଥିଲେ । ତେବେ ଏହି 4 ଜଣ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ଜଣେ କୋରୋନା ଆକ୍ରାନ୍ତରେ ସଂସ୍ପର୍ଶରେ ଆସି ସଂକ୍ରମଣର ଶିକାର ହୋଇଛନ୍ତି ।

ଅନ୍ୟପଟେ ଗଜପତି ନଗରର ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସାଧାରଣରେ ଭୟ ସୃଷ୍ଟି ହୋଇଛି ।

5 corona positive identified in bhubaneswar
ଭୁବନେଶ୍ବରରେ 5 କୋରୋନା ପଜିଟିଭ ଚିହ୍ନଟ

ଶନିବାର ଖୋର୍ଦ୍ଧାରୁ ଚିହ୍ନଟ 22 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର 13 ଜଣ ଆକ୍ରାନ୍ତ ଥିଲେ । ତେବେ ଚିହ୍ନଟ 13 ଜଣଙ୍କ ମଧ୍ୟରୁ 7 ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର 6 ଜଣ ଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.