ETV Bharat / city

ରାଜଧାନୀରେ ବଢୁଛି କୋଭିଡ ସଂଖ୍ୟା, ଶନିବାର 480 ଆକ୍ରାନ୍ତ - ରାଜଧାନୀ

ରାଜଧାନୀରେ ବଢୁଛି କୋରୋନା ସଂକ୍ରମଣ। ଶନିବାର 480 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଅଧିକ ପଢନ୍ତୁ..

ରାଜଧାନୀରେ ବଢୁଛି ଆକ୍ରାନ୍ତ ସଂଖ୍ୟା , ଶନିବାର 480 ଜଣ ଆକ୍ରାନ୍ତ

author img

By

Published : Sep 12, 2020, 9:09 PM IST

ଭୁବନେଶ୍ୱର: ରାଜଧାନୀରେ ବଢୁଛି କୋରୋନା ସଂକ୍ରମଣ। ଶନିବାର 480 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍ୟପଟେ ଭୁବନେଶ୍ୱରରେ 642 ଜଣ ଆରୋଗ୍ୟ ହୋଇଛନ୍ତି। ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 182 ଚିନ୍ହଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 298 ରେ ପହଁଚିଛି।

ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି। ହୋମ କ୍ଵରେଣ୍ଟାଇନରେ 182 ଙ୍କ ମଧ୍ୟରୁ 13 ଜଣ ସହିଦ ନଗର ଅଂଚଳର ଆକାନ୍ତ ଚିହ୍ନଟ ହୋଇଥିବା ବେଳେ 4 ଜଣ ଲକ୍ଷ୍ମୀସାଗର ଅଂଚଳର, 2 ଜଣ ଡୁମଡୁମା, 8 ଜଣ ସରକାରୀ ହସ୍ପିଟାଲ କର୍ମଚାରୀ, 5 ଜଣ ଚକେଇସିଆଣି, 3 ଜଣ ପୋଲିସ କର୍ମଚାରୀ , 5 ଜଣ ୟୁନିଟ 9, 5 ଜଣ ଜାଗମରା, 5 ଜଣ ଚନ୍ଦ୍ରଶେଖରପୁର, 6 ଜଣ ବରମୁଣ୍ଡା, 3 ଜଣ ମଞ୍ଚେଶ୍ୱର, 3 ଜଣ ଭରତପୁର ଅଂଚଳରୁ ଚିନ୍ହଟ ହୋଇଛନ୍ତି।

ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣ 298 ରହିଛି। ସେଥିମଧ୍ୟରୁ 12 ଜଣ ପଟିଆ ଅଂଚଳରୁ ଚିନ୍ହଟ ହୋଇଥିବା ବେଳେ 7 ଜଣ ଡୁମ ଡୁମା, 5 ଜଣ ତମାଣ୍ଡୋ, 3 ଜଣ ଲକ୍ଷ୍ମୀସାଗର, 5 ଜଣ ଚନ୍ଦ୍ରଶେଖରପୁର, 7 ଜଣ ଶୈଳେଶ୍ରୀ ବିହାର, 6 ଜଣ ସହିଦ ନଗର, 5 ଜଣ ବାପୁଜୀନଗର, 4 ଜଣ ମଧୁସୂଦନ ନଗର, 4 ଜଣ ଆଇଗିନିଆ ଅଂଚଳରୁ ଚିହ୍ନଟ କରାଯାଇଛି।

ଭୁବନେଶ୍ୱରରେ ଆଜି 642 ଜଣ ସୁସ୍ଥ ହୋଇଛନ୍ତି। ତେବେ ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତ ସଂଖ୍ୟା 15845 ଜଣ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ 10826 ଜଣ ସକ୍ରିୟ 4946 ଓ ମୃତ୍ୟୁ ସଂଖ୍ୟା 60 ରେ ପହଁଚିଛି।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.