ETV Bharat / city

ଆଜି ରାଜଧାନୀରୁ 43 ଜଣ ଆକ୍ରାନ୍ତ ଚିହ୍ନଟ, 57 ସୁସ୍ଥ - ଭୁବନେଶ୍ବର କୋରୋନା ଅପଡେଟ

ରବିବାର ଭୁବନେଶ୍ବରରେ ପୁଣି 43 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 57 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

43 new corona positives detected in Bhubaneswar, 57 recovered
ଆଜି ରାଜଧାନୀରୁ 43 ଜଣ ଆକ୍ରାନ୍ତ ଚିହ୍ନଟ, 57 ସୁସ୍ଥ
author img

By

Published : Nov 22, 2020, 4:56 PM IST

ଭୁବନେଶ୍ବର: ରବିବାର ରାଜଧାନୀରୁ 43 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 57 ଜଣ ସୁସ୍ଥ ହୋଇଛନ୍ତି । ସେପଟେ ମୃତ୍ୟୁ ସଂଖ୍ୟା 200 ପାର ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର ପାର ହୋଇଛି ।

ନୂଆ 43 ଆକ୍ରାନ୍ତଙ୍କୁ ମିଶାଇ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 12 ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 31 ଜଣ ସଂକ୍ରମିତ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନର 12 ଜଣଙ୍କ ମଧ୍ୟରୁ 2 ଜଣ ବରମୁଣ୍ଡା, 2 ଜଣ କଳିଙ୍ଗ ବିହାର, 2 ଜଣ ସୌଭାଗ୍ୟ ନଗର, ବରମୁଣ୍ଡା, ଆଇ.ଆର.ସି ଭିଲେଜ, ପୋଖରିପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

ଅନ୍ୟପଟେ ସ୍ଥାନୀୟ ସଂକ୍ରମଣ 31 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ବରମୁଣ୍ଡା, 2 ଜଣ ଭୀମଟାଙ୍କି, 2 ଜଣ ବମୀଖାଲ, 2 ଜଣ ଚନ୍ଦ୍ରଶେଖରପୁର, 2 ଜଣ ଜୟଦେବ ବିହାର, 2 ଜଣ କଳିଙ୍ଗ ନଗର, 2 ଜଣ ନୀଳାଦ୍ରି ବିହାର, 2 ଜଣ ଓଲ୍ଡ ଟାଉନ, 3 ଜଣ ପଟିଆ, 4 ଜଣ ସୌଭାଗ୍ୟ ନଗର, ଆଦି ଅଞ୍ଚଳର ବୋଲି ଜଣାପଡିଛି ।

ତେବେ ରାଜଧାନୀରେ ହୋମ କ୍ବାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି । ମୋଟ ଆକ୍ରାନ୍ତ 30 ହଜାର 461 ଜଣଙ୍କ ମଧ୍ୟରୁ 29 ହଜାର 660 ଜଣ ସୁସ୍ଥ ହୋଇଛନ୍ତି । ସେପଟେ 576 ଜଣ ସକ୍ରିୟ ରହିଥିବା ବେଳେ 204 ଜଣଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.