ETV Bharat / city

ରାଜଧାନୀରେ 427 କୋରୋନା ଆକ୍ରାନ୍ତ ଚିହ୍ନଟ, 401 ଜଣ ସୁସ୍ଥ

ରାଜଧାନୀରେ ବଢୁଛି ସଂକ୍ରମଣ । ମଙ୍ଗଳବାର 427 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍ୟପଟେ ଭୁବନେଶ୍ୱରରେ 401 ଜଣ ଆରୋଗ୍ୟ ହୋଇଛନ୍ତି। ଅଧିକ ପଢନ୍ତୁ..

ରାଜଧାନୀରେ 427 ଆକ୍ରାନ୍ତ ଚିନ୍ହଟ, 401 ଜଣ ସୁସ୍ଥ ହୋଇଛନ୍ତି

author img

By

Published : Sep 9, 2020, 7:34 PM IST

ଭୁବନେଶ୍ୱର: ରାଜଧାନୀରେ ବଢୁଛି ସଂକ୍ରମଣ । ମଙ୍ଗଳବାର 427 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍ୟପଟେ ଭୁବନେଶ୍ୱରରେ 401 ଜଣ ଆରୋଗ୍ୟ ହୋଇଛନ୍ତି। ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 191 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 236 ରେ ପହଁଚିଛି।

ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ହୋମ କ୍ଵରେଣ୍ଟାଇନରେ 191 ଙ୍କ ମଧ୍ୟରୁ 9 ଜଣ ପ୍ରାଚୀ ବିହାର ପଳାଶୁଣି, 8 ଜଣ ସତ୍ୟ ବିହାର, 5 ଜଣ ବିଡିଏ କଲୋନୀ, 5 ଜଣ ହସ୍ପିଟାଲର କର୍ମଚାରୀ, 5 ଜଣ ଲକ୍ଷ୍ମୀ ସାଗର, 4 ଜଣ ଚକେଇସିଆଣି, 7 ଜଣ ସାଳିଆ ସାହି, 4 ଜଣ ଓଲଡ଼ ଟାଉନ, 3 ଜଣ ଜାଗମରା, 4 ଜଣ ବରମୁଣ୍ଡା ଆଦି ଅଂଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମଣ 236 ମଧ୍ୟରୁ 8 ଜଣ ନ୍ୟୁ ଫରେଷ୍ଟ ପାର୍କ, 6 ଜଣ ୟୁନିଟ 9, 6 ଜଣ ଖଣ୍ଡିଗିରି, 4 ଜଣ କାନନ ବିହାର, 5 ଜଣ ଚକେଇସିଆଣି, 8 ଜଣ ଶୈଳେଶ୍ରୀ ବିହାର, 6 ଜଣ ସହିଦ ନଗର, 4 ଜଣ ବରମୁଣ୍ଡା, 4 ଜଣ ହଂସପାଳ, 4 ଜଣ ପୋଖରିପୁଟ, 3 ଜଣ ଅଶୋକ ନଗର ଆଦି ଅଂଚଳରୁ ଚିହ୍ନଟ କରାଯାଇଛି ।

ତେବେ ଭୁବନେଶ୍ୱରରେ 401 ଜଣ ସୁସ୍ଥ ହୋଇଥିବା ବେଳେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 14492 ରହିଥିବା ବେଳେ ସୁସ୍ଥ ହୋଇଛନ୍ତି 9450 ଜଣ ସକ୍ରିୟ ଅଛନ୍ତି 5077 ଓ ମୃତ୍ୟୁ ହୋଇଛନ୍ତି 52 ଜଣ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.