ETV Bharat / city

କୋରୋନାରେ ଆରୋଗ୍ୟ ହେଲେ 4018, ସର୍ବାଧିକ ଖୋର୍ଦ୍ଧାରେ ସୁସ୍ଥ - ସର୍ବାଧିକ ଖୋର୍ଦ୍ଧାରେ କୋରୋନାରେ ସୁସ୍ଥ

ଗୋଟିଏ ଦିନରେ ରାଜ୍ୟରେ 4018 ଜଣ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନାରେ ଆରୋଗ୍ୟ ହେଲେ 4018
କୋରୋନାରେ ଆରୋଗ୍ୟ ହେଲେ 4018
author img

By

Published : Sep 20, 2020, 9:05 PM IST

ଭୁବନେଶ୍ବର: ଗୋଟିଏ ଦିନରେ ରାଜ୍ୟରେ 4018 ଜଣ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ । ରାଜ୍ୟରେ ସୁସ୍ଥ ସଂଖ୍ୟା ଏକ ଲକ୍ଷ ପାର ହୋଇଥିବାବେଳେ ରବିବାର 30ଟି ଜିଲ୍ଲାରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ 840 ଜଣ ଆରୋଗ୍ୟ ହୋଇଛନ୍ତି ।

ସେହପରି କଟକରେ 434, ପୁରୀରେ 274, ବାଲେଶ୍ୱରରେ194, କେନ୍ଦ୍ରାପଡାରେ 139, ସୁବର୍ଣ୍ଣପୁରରେ 136, ଜଗତସିଂହପୁରରେ 126, ଯାଜପୁରରେ 120, ଅନୁଗୋଳରେ 116, ରାୟଗଡାରେ 113, ଝାରସୁଗୁଡ଼ାରେ 111, ଭଦ୍ରକରେ 104, ବରଗଡରେ 95, ସମ୍ବଲପୁରରେ 90, ସୁନ୍ଦରଗଡରେ 90, କୋରାପୁଟରେ 88, ମୟୂରଭଞ୍ଜରେ 83, ନୂଆପଡାରେ 77 ଜଣ ସୁସ୍ଥ ହୋଇଛନ୍ତି ।

କୋରୋନାରେ ଆରୋଗ୍ୟ ହେଲେ 4018
କୋରୋନାରେ ଆରୋଗ୍ୟ ହେଲେ 4018

ସେହିପରି କନ୍ଧମାଳରେ 75, ନବରଙ୍ଗପୁରରେ 71, ଢେଙ୍କାନାଳରେ 67, ଗଞ୍ଜାମରେ 67, ନୟାଗଡରେ 60, କେନ୍ଦୁଝରରେ 57, ବଲାଙ୍ଗୀରରେ 46, କଳାହାଣ୍ଡିରେ 42, ବୌଦ୍ଧରେ 34, ମାଲକାନଗିରିରେ 33, ଦେବଗଡରେ 17, ଗଜପତିରେ 15 ଓ ଷ୍ଟେଟ୍ ପୋଲରୁ 204 ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ 145675 ଜଣ ଆରୋଗ୍ୟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.