ଭୁବନେଶ୍ବର: ରାଜ୍ୟରେ ଆଉ 4 ନୂଆ ଆକ୍ରାନ୍ତ ଚିହ୍ନଟ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 60କୁ ବୃଦ୍ଧି । ସେପଟେ 60 ନମ୍ବର ଆକ୍ରାନ୍ତ ଜଣଙ୍କ ଝାରପଡା ଅଞ୍ଚଳର ହୋଇଥିବାବେଳେ ଅନ୍ୟ ତିନି ଜଣ ଭୁବନେଶ୍ବର ବମିଖାଲ ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ରାଜ୍ୟସରକାର । ସେପଟେ 18 ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଆକ୍ଟିଭ୍ଙ୍କ ସଂଖ୍ୟା 41 ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ