ETV Bharat / city

ରାଜ୍ୟରେ ପହଞ୍ଚିଲା 38 ହଜାର ଡୋଜ କୋଭାକ୍ସିନ - ରାଜ୍ୟରେ ପହଞ୍ଚିଲା ଟିକା

ଆଜି (ମଙ୍ଗଳବାର) ରାଜ୍ୟରେ 38 ହଜାର କୋଭାକ୍ସିନ ଟିକା ପହଞ୍ଚିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ରାଜ୍ୟରେ ପହଞ୍ଚିଲା 38 ହଜାର ଡୋଜ କୋଭାସ୍କିନ
ରାଜ୍ୟରେ ପହଞ୍ଚିଲା 38 ହଜାର ଡୋଜ କୋଭାସ୍କିନ
author img

By

Published : Jul 13, 2021, 1:35 PM IST

ଭୁବନେଶ୍ବର: ଆଜି(ମଙ୍ଗଳବାର) ରାଜ୍ୟରେ 38 ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଏହି ଟିକାକୁ ମିଶାଇ ରାଜ୍ୟରେ ମୋଟ 3 ଲକ୍ଷ 9 ହଜାର 530 କୋଭାକ୍ସିନ ଟିକା ମହଜୁଦ ରହିଛି । ଟିକା ପହଞ୍ଚି ସାରିଥିବା ବେଳେ ବନ୍ଦ ଥିବା ଟୀକାକରଣରେ ଟିକାଦାନ ଆରମ୍ଭ ହେବ ।

ରାଜ୍ୟରେ ଘୋର ଟିକାର ଅଭାବ ଦେଖିବାକୁ ମିଳିଥିଲା । ଫଳରେ 15 ଜିଲ୍ଲାରେ ଟୀକାକରଣ ବନ୍ଦ ରହିଥିଲା । ତେବେ କେନ୍ଦ୍ରରୁ ଟିକା ପହଞ୍ଚିବା ପରେ ପୁଣି ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ମହଜୁଦ ଥିବା ଟିକାରେ ପ୍ରାୟ 97ଟି ଟୀକାକରଣରେ ଟିକା ଦିଆଯାଉଥିଲା । ଗତ ସୋମବାର 3 ଲକ୍ଷ 16 ହଜାର 450 କୋଭିସିଲ୍ଡ ଟିକା ପହଞ୍ଚିଥିବା ବେଳେ ଆଜି 38 ହଜାର କୋଭାକ୍ସିନ ଟିକା ପହଞ୍ଚିଛି ।

ବର୍ତ୍ତମାନ ସୁଧା ରାଜ୍ୟରେ କୋଭିସିଲ୍ଡ ଟିକା 3 ଲକ୍ଷ 49 ହଜାର 930 ଡୋଜ, 3 ଲକ୍ଷ 9 ହଜାର 530 କୋଭାସ୍କିନ ମହଜୁଦ ରହିଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.