ETV Bharat / city

ଖୋର୍ଦ୍ଧା ଜିଲ୍ଲାର 38ଟି Smart School ଲୋକାର୍ପିତ - ଖୋର୍ଦ୍ଧା ସ୍ମାର୍ଟ ସ୍କୁଲ

ଖୋର୍ଦ୍ଧା ଜିଲ୍ଲାର 38ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ମାର୍ଟ ସ୍କୁଲରେ ସ୍ମାର୍ଟ କ୍ଳାସ, ଇ-ଲାଇବ୍ରେରୀ ସହ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା ଜିଲ୍ଲାର 38ଟି ସ୍ମାର୍ଟ ସ୍କୁଲ ଲୋକାର୍ପିତ

author img

By

Published : Nov 18, 2021, 10:49 PM IST

ଭୁବନେଶ୍ବର: ରାଜ୍ୟରେ 5ଟି ସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମ ଚାଲୁ ରହିଛି । ଆଜି ସନ୍ଧ୍ୟାରେ 5ଟି ଜିଲ୍ଲାରେ 158ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ରୂପାନ୍ତରିତ ହୋଇଥିବା ସ୍କୁଲକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ଏହା ଏକ ଯୁଗାନ୍ତକାରୀ ପଦକ୍ଷପ।

ଆଜି ଖୋର୍ଦ୍ଧା ଜିଲ୍ଲାର 38ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ସ୍କୁଲରେ ସ୍ମାର୍ଟ କ୍ଳାସ, ଇ-ଲାଇବ୍ରେରୀ ସହ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଫଳରେ ପିଲାମାନେ ଉନ୍ନତ ମାନର ଶିକ୍ଷା ପାଇପାରିବେ। ତେବେ ୟୁନିଟ 8 ହାଇସ୍କୁଲ ପରିସରରେ ଏହି ଲୋକାର୍ପିତ ସମାରୋହରେ ଯୋଗଦେଇ ମନ୍ତ୍ରୀ ଅଶୋକ ପଣ୍ଡା ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାର 38ଟି ସ୍ମାର୍ଟ ସ୍କୁଲ ଲୋକାର୍ପିତ

ଏହାସହ ପୂର୍ବରୁ ଯେଉଁ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟରେ ଥିବା ଦୂରତା କମିଛି ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ପୁରତାନ ଛାତ୍ରଛାତ୍ରୀ ଆଦି ଅଂଶଗ୍ରହଣ କରିବା ସହ ଅନେକ ଶିକ୍ଷକ ଓ ବିଧାୟକ ମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.