ETV Bharat / city

Covid Recovery Report: ଆଜି ସୁସ୍ଥ ହେଲେ ୩୭ ସଂକ୍ରମିତ

author img

By

Published : Apr 3, 2022, 9:37 PM IST

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୭ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ୧୨ ଲକ୍ଷ ୭୮ ହଜାର ୨୭୦କୁ ବୃଦ୍ଧି ହୋଇଛି ।

Covid Recovery Report: ଆଜି ସୁସ୍ଥ ହେଲେ ୩୭ ସଂକ୍ରମିତ
Covid Recovery Report: ଆଜି ସୁସ୍ଥ ହେଲେ ୩୭ ସଂକ୍ରମିତ

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୭ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ୧୨ ଲକ୍ଷ ୭୮ ହଜାର ୨୭୦କୁ ବୃଦ୍ଧି ହୋଇଛି ।

  • Another 37 Covid patients have recovered and are being discharged on 03.04.2022

    10 from Sambalpur
    6 from Khordha
    5 from Sundargarh
    4 from Baleswar
    4 from Mayurbhanj
    3 from Jajapur
    2 from Ganjam
    1 from Bargarh
    1 from Cuttack
    1 from State Pool

    — H & FW Dept Odisha (@HFWOdisha) April 3, 2022 " class="align-text-top noRightClick twitterSection" data=" ">

ବଲାଙ୍ଗୀରରୁ ୨୦ ସର୍ବାଧିକ କୋରୋନା ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୧୧ ଓ ଖୋର୍ଦ୍ଧାରୁ ୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗଜପତିରୁ ୫, ଯାଜପୁରରୁ ୫, ନବରଙ୍ଗପୁରରୁ ୫ , କଟକରୁ ୪, ବାଲେଶ୍ବରରୁ ୩ ଓ କେନ୍ଦ୍ରାପଡାରୁ ୩ ଜଣ କୋରୋନାକୁ ମାତ ଦେଇଛନ୍ତି । ସମ୍ବଲପୁରରୁ ୩, ଗଞ୍ଜାମରୁ ୨, ଭଦ୍ରକରୁ ୧, ଖୋର୍ଦ୍ଧାରୁ ୬, ସୁନ୍ଦରଗଡରୁ ୫ ଓ ବାଲେଶ୍ବରରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ମୟୂରଭଞ୍ଜରୁ ୪, ଯାଜପୁରରୁ ୩, ଗଞ୍ଜାମରୁ ୨, ବରଗଡରୁ ୧ ଓ କଟକରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୧ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.