ETV Bharat / city

ଆଜି ପୁଣି 365 କୋରୋନା ପଜିଟିଭ ଚିହ୍ନଟ

author img

By

Published : Dec 23, 2020, 1:01 PM IST

ବୁଧବାର(ଆଜି) ରାଜ୍ୟରେ କୋରୋନା ଦ୍ବାରା 365 ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 210 କ୍ବାରେଣ୍ଟାଇନରୁ ସେଣ୍ଟର ଓ ସ୍ଥାନୀୟ ଅଞ୍ଚଳରୁ 154 ରହିଛନ୍ତି ।

ଆଜି ପୁଣି 365 କୋରୋନା ପଜିଟିଭ ଚିହ୍ନଟ
ଆଜି ପୁଣି 365 କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ସଂଖ୍ୟା 400 ଭିତରେ ରେକର୍ଡ କରାଯାଉଛି । ବୁଧବାର(ଆଜି) କୋରୋନା ଦ୍ବାରା 365 ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ 210 କ୍ବାରେଣ୍ଟାଇନରୁ ସେଣ୍ଟର ଓ ସ୍ଥାନୀୟ ଅଞ୍ଚଳରୁ 154 ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ 25 ଜଣ ଅନୁଗୋଳରୁ ରହିଛନ୍ତି । ବାଲେଶ୍ବରରୁ 12, ବରଗଡରୁ 16, ଭଦ୍ରକରୁ 13 ବଲାଙ୍ଗୀରରୁ 22 ପଜିଟିଭ ବାହାରିଛନ୍ତି । ସେହିପରି କଟକରେ ସଂକ୍ରମଣ 21, ଗଜପତିରୁ 2, ଗଞ୍ଜାମରେ 7, ଜଗତସିଂହପୁର 4, ଯାଜପୁର 8, ଝାରସୁଗୁଡାରେ 10, କଳାହାଣ୍ଡିରୁ 5, କେନ୍ଦୁଝରର 13 , ଖୋର୍ଦ୍ଧା 42, କୋରାପୁଟ 3, ମୟୂରଭଞ୍ଜରୁ 26, ନବରଙ୍ଗପୁର 9, ନୟାଗଡରୁ 1, ନୂଆପଡାରୁ 11, ପୁରୀ 11, ରାୟଗଡା 1 ଲେଖାଏଁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ସମ୍ବଲପୁରରେ 15, ସୋନପୁରରେ 1, ସୁନ୍ଦରଗଡ 64 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲ ରହିଛି 10 ।

ଆଜି କୋରୋନା ରିପୋର୍ଟ ଆସିବା ପରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 3 ଲକ୍ଷ 27 ହଜାର 279 ରହିଛି । ସଂକ୍ରିୟ ମାମଲା 3036 ରହିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା 322344 ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.