ETV Bharat / city

ବଦଳିଲେ 35 ଡିଏସପି, ଟ୍ବିନସିଟିରେ ୨ ନୂଆ ଟ୍ରାଫିକ ଏସିପି

35 ଜଣ ଡିଏସପିଙ୍କୁ କରାଯାଇଛି ବଦଳି । ଏପଟେ ଟ୍ବିନସିଟିରେ 2 ନୂଆ ଟ୍ରାଫିକ ଏସିପି ।

author img

By

Published : Nov 4, 2019, 7:44 PM IST

Updated : Nov 4, 2019, 10:48 PM IST

ବଦଳିଲେ 35 ଡିଏସପି: ଟ୍ବିନିସିଟିର ୨ ନୂଆ ଟ୍ରାଫିକ ଏସିପି

ଭୁବନେଶ୍ବର: ରାଜ୍ୟରେ ଡିଏସପି ସ୍ତରରେ ଅଦଳବଦଳ । 35 ଜଣ ଡିଏସପିଙ୍କୁ କରାଯାଇଛି ବଦଳି । ଏଥିସହ 16 ଜଣ ନୂତନ ଡିଏସପିଙ୍କୁ ମିଳିଛି ନୁଆ ନିଯୁକ୍ତି ।

ଟ୍ବିନସିଟିର ଦୁଇଜଣ ଟ୍ରାଫିକ ଏସିପିଙ୍କୁ ବଦଳି କରାଯାଇଛି । ଭୁବବେଶ୍ବର ଟ୍ରାଫିକ ଏସିପି କିଶୋର ପାଣିଗ୍ରାହିଙ୍କ ସ୍ଥାନରେ ଦାୟିତ୍ବ ନେବେ ନୂତନ ଭାବେ ପାସ୍ ଆଉଟ ସ୍ବସ୍ତିକ ପଣ୍ଡା । ସେହିପରି କଟକ ଏସିପି ଜତିନ ପଣ୍ଡାଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ ନୂତନ ପାସ୍ ଆଉଟ ଦେବଜ୍ୟୋତି ଦାସ ।

ତେବେ ଭୁବନେଶ୍ବର ଫେରିଛନ୍ତି 2 ଜଣ ପୁରୁଣା ଏସିପି । ବାଲେଶ୍ବର ଡିଆଇବିରେ ଥିବା ରଜତ ରାୟଙ୍କୁ କମିସନରେଟ ପୋଲିସକୁ ବଦଳି ହୋଇଛି । ସେହିପରି ଜଗତସିଂହପୁରରୁ ପ୍ରକାଶ ପାଲଙ୍କୁ କମିସନରେଟକୁ ବଦଳି କରାଯାଇଛି ।

ଏପରି ଭାବେ 35 ଜଣ ଅଭିଜ୍ଞ ଡିଏସିପିଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି । କିଶୋର ପାଣିଗ୍ରାହିଙ୍କୁ ଇଓଡବ୍ଲୁ କ୍ରାଇମବ୍ରାଞ୍ଚ ଓ ଜତିନ ପଣ୍ଡାଙ୍କୁ ଭଦ୍ରକ ବଦଳି କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଟ୍ବିନିସିଟିର ୨ ନୁଆ ଟ୍ରାଫିକ ଏସିପି,
ରାଜ୍ଯସ୍ତରରେ ବଦଳିଲେ ୩୫ ଡିଏସପିBody:

ରାଜ୍ଯରେ ଡିଏସପି ସ୍ତରରେ ଅଦଳବଦଳ।୩୫ ଜଣ ଡିଏସପି କରାଯାଇଛି ବଦଳି। ଏଥିସହ ୧୬ଜଣ ନୁତନ ଡିଏସପି ମିଳିଛି ନୁଆ ନିଯୁକ୍ତି।ଟ୍ବିନିସିଟିର ଦୁଇଜଣ ଟ୍ରାଫିକ ଏସିପିଙ୍କୁ ବଦଳି କରାଯାଇଛି।ଭୁବବେଶ୍ବର ଟ୍ରାଫିକ ଏସିପି କିଶୋର ପାଣିଗ୍ରାହିଙ୍କ ସ୍ଥାନରେ ଦାୟିତ୍ବ ନେବେ ନୁତନ ଭାବେ ପାସଆଉଟ ହୋଇଥିବା ସ୍ବସ୍ତିକ ପଣ୍ଡା।ସେହିପରି କଟକ ଏସିପି ଜତିନ ପଣ୍ଡାଙ୍କ ସ୍ଥାନରେ ଦାୟିତ୍ବ ନେବେ ନୁତନ ପାସଆଉଟ ହୋଇଥିବା ଦେବଜ୍ଯୋତି ଦାସ।ତେବେ ଭୁବନେଶ୍ବର ଫେରିଛନ୍ତି ୨ଜଣ ପୁରୁଣା ଏସିପି।ବାଲେଶ୍ବର ଡିଆଇବିରେ ଥିବା ରଜତ ରାୟଙ୍କୁ କମିସନରେଟ ପୋଲିସକୁ ବଦଳି ହୋଇଛି । ସେହିପରି ଜଗତସିଂହପୁର ରୁ ପ୍ରକାଶପାଲଙ୍କୁ କମିସନରେଟ କୁ ବଦଳି କରାଯାଇଛି। ଏଇଭଳି ଭାବେ ୩୫ ଜଣ ଅଭିଜ୍ଞ ଡିଏସିପିଙ୍କୁ ରାଜ୍ଯର ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି।କିଶୋର ପାଣିଗ୍ରାହିଙ୍କୁ ଇଓଡବ୍ଲୁ କ୍ରାଇମବ୍ରଂଚ ଓ ଜତିନ ପଣ୍ଡାଙ୍କୁ ଭଦ୍ରକ ବଦଳିକରାଯାଇଛି।
Conclusion:
Last Updated : Nov 4, 2019, 10:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.