ETV Bharat / city

ରାଜଧାନୀରେ 332 ନୂଆ ଆକ୍ରାନ୍ତ ଚିହ୍ନଟ, 163 ସୁସ୍ଥ

author img

By

Published : Aug 25, 2020, 9:30 PM IST

ଭୁବନେଶ୍ୱରରେ ପୁଣି 332 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 173 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 159 ହୋଇଥିବା ବେଳେ 163 ଜଣ ସୁସ୍ଥ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜଧାନୀରେ 332 ନୂଆ ଆକ୍ରାନ୍ତ ଚିହ୍ନଟ
ରାଜଧାନୀରେ 332 ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ଭୁବନେଶ୍ୱରରେ ପୁଣି 332 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 173 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 159 ହୋଇଥିବାବେଳେ 163 ଜଣ ସୁସ୍ଥ ହୋଇଛନ୍ତି । କ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି ।

ତେବେ କ୍ଵାରେଣ୍ଟାଇନ କେନ୍ଦ୍ରରୁ 172 ଜଣଙ୍କ ମଧ୍ୟରୁ 13 ଜଣ ସପ୍ତମ ବାଟାଲିୟନ ଚନ୍ଦ୍ରଶେଖରପୁର ଅଞ୍ଚଳରୁ, 11 ଜଣ ଝାରପଡ଼ା ନଗନାଥ ନଗର, 3 ଜଣ ଭରତପୁର, 3 ଜଣ ମଧୁସୂଦନ ନଗର, 3 ଜଣ ଡୁମ ଡୁମା, 4 ଜଣ କଳିଙ୍ଗ ନଗର, 3 ଜଣ ଝରପଡ଼ା, 3 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ, 3 ଜଣ ଆଇଆରସି ଭିଲେଜ, 3 ଜଣ ବରମୁଣ୍ଡା, 3 ଜଣ ମଞ୍ଚେଶ୍ୱରର ନିୟୁ ସରକାରୀ କଲୋନୀ, 4 ଜଣ ସାଳିଆ ସାହି ଆଦିବାସୀ ବସ୍ତି, ନୟାପଲି, ନିଲଦୀ ବିହାର, ଓଲଡ଼ ଟାଉନ, ଝରପଡ଼ା, ରସୁଲଗାଡ, ବିଜେବି ନଗର, ସାମନ୍ତରାୟପୁର ଲକ୍ଷ୍ମୀସାଗର ଅଂଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

ଏପଟେ ସ୍ଥାନୀୟ ସଂକ୍ରମଣ 159 ଚିହ୍ନଟ ହୋଇଥିବାବେଳେ 2 ଜଣ କଳିଙ୍ଗ ନଗର, 2 ଜଣ ଡମଣା, 3 ଜଣ ବ୍ୟାଙ୍କ କର୍ମଚାରୀ, 4 ଜଣ ନୟାପଲି, 3 ଜଣ ଘାଟିକିଆ, 3 ଜଣ ନୀଳାଦ୍ରି ବିହାର, 3 ଜଣ ଜାଗମରା, 3 ଜଣ ଖାରବେଳ ନଗର, 3 ଜଣ ଚନ୍ଦ୍ରଶେଖରପୁର ବିଡିଏ କଲୋନୀ, 3 ଜଣ ସୌଭାଗ୍ୟ ନଗର ଆଦି ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ଏପଟେ 163 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 7931 ଚିହ୍ନଟ ହୋଇଥିବାବେଳେ 4726 ଜଣ ସୁସ୍ଥ ହୋଇଛନ୍ତି । କୋରୋନାରେ 34 ଜଣ ମୃତ ଓ 3162 ଜଣ ସକ୍ରିୟ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.