ETV Bharat / city

ଭୁବନେଶ୍ୱରରେ 319 ନୂଆ ଆକ୍ରାନ୍ତ ଚିନ୍ହଟ, 113 ସୁସ୍ଥ - 319 ନୂଆ ଆକ୍ରାନ୍ତ ଚିନ୍ହ

ଭୁବନେଶ୍ୱରରେ ଆଜି ଗୋଟେ ଦିନରେ 319 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 172 ଚିନ୍ହଟ ହୋଇଛନ୍ତି । ସେଥିମଧ୍ୟରୁ ସ୍ଥାନୀୟ ସଂକ୍ରମଣ 147 ରହିଥିବା ବେଳେ 113 ଜଣ ସୁସ୍ଥ ହୋଇଛନ୍ତି। ଅଧିକ ପ଼ଡନ୍ତୁ..

ଭୁବନେଶ୍ୱରରେ 319 ନୂଆ ଆକ୍ରାନ୍ତ ଚିନ୍ହଟ, 113 ସୁସ୍ଥ

author img

By

Published : Aug 20, 2020, 7:13 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଗୋଟେ ଦିନରେ 319 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 172 ଚିନ୍ହଟ ହୋଇଛନ୍ତି । ସେଥିମଧ୍ୟରୁ ସ୍ଥାନୀୟ ସଂକ୍ରମଣ 147 ରହିଥିବା ବେଳେ 113 ଜଣ ସୁସ୍ଥ ହୋଇଛନ୍ତି।

କ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିନ୍ହଟ ହୋଇଥିବା 168 ଜଣଙ୍କ ମଧ୍ୟରୁ 4 ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି। ତେବେ କ୍ଵାରେଣ୍ଟାଇନ କେନ୍ଦ୍ରରୁ 172 ଜଣଙ୍କ ମଧ୍ୟରୁ 12 ଜଣ ବୁଦ୍ଧ ନଗରର ଗୋପବନ୍ଧୁ କଲୋନି, 4 ଜଣ ରାଜକୁମାର ବସ୍ତି, 4 ଜଣ ତାରିଣୀ ବସ୍ତି, 4 ଜଣ 7ମ ବାଟାଲିୟନ, 5 ଜଣ ବୁଧେଶ୍ୱରୀ କଲୋନୀ, 6 ଜଣ ସରକାରୀ କର୍ମଚାରୀ, 4 ଜଣ ବରଗଡ ବ୍ରିଟି କଲୋନୀ, 6 ଜଣ ଡୁମ ଡୁମା, 5 ଜଣ ଶ୍ରୀ ବିହାର, 4 ଜଣ ପୋଖରିପୁଟ ରୁ ଆକ୍ରାନ୍ତ ଚିହ୍ନର ହୋଇଥିବା ବେଳେ ସାଇନ୍ସ ପାର୍କ, କଟକ ରୋଡ଼, କାନନ ବିହାର, ପଟିଆ, ଶ୍ରୀ ବିହାର, ଖାରବେଳ ନଗର, ଲିଙ୍ଗିପୁର, ମୈତ୍ରୀ ବିହାର ଭରତପୁର, ଜଗମରା ଆଦି ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛହଁନ୍ତି।

ସେହିପରି ସ୍ଥାନୀୟ ସଂକ୍ରମଣ 147 ରହିଥିବା ବେଳେ 16 ଜଣ ମଞ୍ଚେଶ୍ୱରର ଅଞ୍ଚଳରୁ, 5 ଜଣ ଭିଏସଏସ ନଗର, 4 ଜଣ ଏକ ଘରୋଇ ହସ୍ପିଟାଲ, 2 ଜଣ ଟଙ୍କପାଣି ରୋଡ଼, 3 ଜଣ ସାଲିଆ ସାହି, 3 ଜଣ ଭରତପୁର, 3 ଜଣ ଡୁମଡୁମା ଅଞ୍ଚଳରୁ ଚିନ୍ହଟ ହୋଇଥିବା ବେଳେ ଯଦୁପୁର, ବରଗଡ, ବାପୁଜି ନଗର, ବରମୁଣ୍ଡା, ରୁଚିକା ମାର୍କେଟ, ଜୟଦେବ ବିହାର, ନୟାପଲି, ନିୟୁ ଫରେଷ୍ଟ ପାର୍କ ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି।

ଅନ୍ୟପଟେ ଗୁରୁବାର ଭୁବନେଶ୍ୱରରେ 113 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6396 ଚିନ୍ହଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 3953 । ସେହିପରି ସକ୍ରିୟ କେସ ରହିଛି 2405 ଓ ମୃତ୍ୟୁ 31।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.