ETV Bharat / city

ରାଜଧାନୀରେ ଆଉ 314 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 354

author img

By

Published : Oct 7, 2020, 8:54 PM IST

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ 314 ଜଣ ଆକ୍ରାନ୍ତ । ଏଥିସହ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 24228ରେ ପହଞ୍ଚିଛି । ସେପଟେ 354 ଜଣ ଆରୋଗ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ..

ରାଜଧାନୀରେ ଆଉ 314  ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 354
ରାଜଧାନୀରେ ଆଉ 314 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 354

ଭୁବନେଶ୍ବର: ବୁଧବାର ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ 314 ଜଣ ଆକ୍ରାନ୍ତ । ଏଥିସହ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 24228ରେ ପହଞ୍ଚିଛି । ସେପଟେ 354 ଜଣ ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 20571 ରହିଛି । ସେହିଭଳି ସକ୍ରିୟ 3531 ଜଣ ଥିଲାବେଳେ 105 ଜଣଙ୍କ ମୃତ୍ୟୁ ହୋଇଛି ।

ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 84 ରହିଥିଲାବେଳେ ସ୍ଥାନୀୟ ସଂକ୍ରମଣ 230ରେ ପହଁଚିଛି। ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ହୋମ କ୍ଵାରେଣ୍ଟାଇନରେ 84ଜଣଙ୍କ ମାଧ୍ୟମରେ 11 ଜଣ ଶୈଳେଶ୍ରୀ ବିହାର, 3 ଜଣ ମଧୁସୂଦନ ନଗର, 3 ଜଣ ବଡଗଡ, 2 ଜଣ ଜଗନାଥ ନଗର, 7 ଜଣ ନୀଳାଦ୍ରି ବିହାର, 8 ଜଣ ପଟିଆ ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ସ୍ଥାନୀୟ ସଂକ୍ରମଣ 10 ଜଣ ୟୁନିଟ 6ର, 15 ଜଣ ଓଲଡ଼ ଟାଉନ, 5 ଜଣ ବରଗଡ, 9 ଜଣ ବରମୁଣ୍ଡା, 4 ଜଣ ବମିଖାଲ, 6 ଜଣ ଚନ୍ଦ୍ରଶେଖରପୁର, 6 ଜଣ ଟଙ୍କପାଣି ରୋଡ଼, 7 ଜଣ ସୁନ୍ଦରପଦା, 4 ଜଣ ଝାରପଡ଼ା, 9 ଜଣ ସହିଦ ନଗର, 8 ଜଣ ଖଣ୍ଡଗିରି, 7 ଜଣ ଲକ୍ଷ୍ମୀସାଗର, 12 ଜଣ ଝାରପଡ଼ା, 7 ଜଣ ୟୁନିଟ 9, 5 ଜଣ ୟୁନିଟ 8, 9 ଜଣ ରସୁଲଗଡ଼, 6 ଜଣ ନୟାପଲୀ ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.