ETV Bharat / city

କୋରୋନାରେ ଲାଗୁଛି ଲଗାମ; ଆଜି ରାଜ୍ୟରୁ 303 ଆକ୍ରାନ୍ତ ଚିହ୍ନଟ

author img

By

Published : Dec 27, 2020, 11:53 AM IST

ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ ପୁଣି 303 ନୂତନ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନାରେ ଲାଗୁଛି ଲଗାମ
କୋରୋନାରେ ଲାଗୁଛି ଲଗାମ

ଭୁବନେଶ୍ବର: ଦିନକରେ ରାଜ୍ୟରୁ ପୁଣି 303 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ 172 ଜଣ କ୍ବାରେଣ୍ଟାଇରୁ ହୋଇଥିବାବେଳେ 131 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ସଂକ୍ରମିତଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । କଟକରୁ 16, ଦେବଗଡରୁ 2, ଢେଙ୍କାନାଳରୁ 2, ଗଜପତି ରୁ 1, ଗଞ୍ଜାମରୁ 4, ଜଗତସିଂହପୁରରୁ 5 , କେନ୍ଦ୍ରାପଡାରୁ 31, କେନ୍ଦୁଝରରୁ 23, ଖୋର୍ଦ୍ଧାରୁ 31, କୋରାପୁଟରୁ 1, ମୟୂରଭଞ୍ଜରୁ 17, ନବରଙ୍ଗପୁରରୁ 16, ନୟାଗଡରୁ 6, ନୂଆପଡାରୁ 11 ଜଣ ଆକ୍ରାନ୍ତ ହୋଇଛନ୍ତି । ଅନୁଗୋଳ ଓ ବଲାଙ୍ଗୀରରୁ 16 ଜଣ ଲେଖାଏଁ, ବରଗଡରୁ 9 ଭଦ୍ରକରୁ 4 , ବଲାଙ୍ଗୀରରୁ 18 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ପୁରୀରୁ ମଧ୍ୟ ଆଜି ଗୋଟିଏ ପଜିଟିଭ ମାମଲା ଆସିଛି। ସମ୍ବଲପୁରରୁ 22, ସୋନପୁରରୁ 1, ସୁନ୍ଦରଗଡରୁ 30 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଷ୍ଟେଟ ପୁଲ 8 ରହିଛି ।

ସୂଚନାଯୋଗ୍ୟ, ଆଜି କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ମୋଟ ସଂକ୍ରମିତ ସଂଖ୍ୟା 328504ରେ ପହଞ୍ଚିଛି । ସେଥିମଧ୍ୟରୁ 2841 ଟି ମାମଲା ସକ୍ରିୟ ରହିଛି । ସୁସ୍ଥ ସଂଖ୍ୟା 323749 କୁ ଛୁଇଁଛି । ତେବେ ରାଜ୍ୟରେ ମୋଟ 6827177 କୋରୋନା ଟେଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.