ETV Bharat / city

'ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଝାରପଡାରେ ସ୍ବତନ୍ତ୍ର ଅଟୋ ସେବା ' - sector

ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଓଡିଶାରେ ମୋଟ 6ଟି ଲୋକସଭା ଓ 42ଟି ବିଧାନସଭା ପାଇଁ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଭୋଟରମାନେ ଉତ୍ସାହ ସହକାରେ ଭୋଟଗ୍ରହଣ କେନ୍ଦ୍ରରେ ଭୋଟ ଦେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Apr 23, 2019, 12:56 PM IST

ଭୁବନେଶ୍ବର: ଚାଲିଛି 2019 ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଯୁଦ୍ଧ । ଏହି ନିର୍ବାଚନୀ ଯୁଦ୍ଧ ସକାଳ 7 ଟାରୁ ଆରମ୍ଭ ହୋଇଯାଇଛି । ସମସ୍ତ ସ୍ଥାନରେ ମତଦାନ ସୁରୁଖୁରୁରେ ଚାଲିଥିବା ଖବର ମିଳିଛି । କିନ୍ତୁ ଆଉ କେତେକ ବୁଥରେ ପୂର୍ବ ଥର ପରି ଇଭିଏମ ଝୁଣ୍ଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ତେବେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ସେକ୍ଟର ୧୪ ଅଧିନରେ ଥିବା ଝାରପଡା ଠାରେ କେମିତି ଚାଲିଛି ମତଦାନ, ଏ ବିଷୟରେ ସେକ୍ଟର ଅଫିସରଙ୍କ ରମେଶ ଚନ୍ଦ୍ରଙ୍କ ସହ ଆଲୋଚନା କରିଥିଲେ ଆମ ଭୁବନେଶ୍ବର ସମ୍ବାଦଦାତା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

gfdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.