ETV Bharat / city

ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ତିନି ଓଡ଼ିଆ - ଭୁବନେଶ୍ବର

ଦୁବାଇରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗନେବେ ତିନି ଓଡିଆ ଝିଅ । ଓଡି଼ଶାର କଳା ସଂସ୍କୃତିକୁ ଦେବେ ଗୁରୁତ୍ବ । ଅଧିକ ପଢ଼ନ୍ତୁ...

ଅନ୍ତର୍ଜାତୀୟ ମଡେଲିଙ୍ଗ ପ୍ରତିଯୋଗୀତାରେ ତିନି ଓଡ଼ିଆ
author img

By

Published : Oct 12, 2019, 6:08 PM IST

ଭୁବନେଶ୍ବର: ବିଶ୍ବ ସ୍ତରୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେବେ 3 ଓଡ଼ିଆ ମଡେଲ। ଅକ୍ଟୋବର 14 ରୁ 19 ପର୍ଯ୍ୟନ୍ତ ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଡେଲିଂ ପ୍ରତିଯୋଗିତାରେ ଭାରତରୁ ତିନି ଜଣ ଓଡିଆ ଝିଅ ଭାଗ ନେଉଛନ୍ତି । ଏହି ପ୍ରତିଯୋଗିତାରେ ସେମାନେ ଓଡି଼ଶାର କଳା ସଂସ୍କୃତିକୁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।

ଅନ୍ତର୍ଜାତୀୟ ମଡେଲିଙ୍ଗ ପ୍ରତିଯୋଗୀତାରେ ତିନି ଓଡ଼ିଆ

ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତିଯୋଗୀ ମାନେ ହେଲେ ଶ୍ରୀବାଲି ଦାସ, ଲାବନ୍ୟା ଦାସ ଓ କେ ଆର ସନ୍ତୋଷିନୀ। ଓଡ଼ିଶାର ବିଭିନ୍ନ କଳାକୁ ନେଇ ଏହି ପ୍ରତିଯୋଗିତାରେ ପରିବେଷଣ କରିବା ସହ ଓଡିଶା କଳା ସଂସ୍କୃତିକୁ ବିଶ୍ବ ସ୍ତରର ପହଞ୍ଚାଇବେ ବୋଲି ମତ ରଖିଛନ୍ତି ମଡେଲ। ଏହି ପ୍ରତିଯୋଗିତା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ସହ ବିଜୟ ମୁକୁଟ ପିନ୍ଧିବାକୁ ଆଶା ରଖିଛନ୍ତି ତିନି ଓଡ଼ିଆ ଝିଅ।

ତେବେ ଶ୍ରୀବାଲି ଦାସ ଡିଏଭି ସ୍କୁଲର 4ର୍ଥ ଶ୍ରେଣୀରେ ପଢ଼ନ୍ତି। ଓଡିଶାରେ ବିଭିନ୍ନ ମଡେଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିଜେତା ହୋଇଛନ୍ତି। ଏହା ସହ କେରଳରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରିନ୍ସସେସ ବିଭାଗରେ ପ୍ରଥମ ହେବା ସହ ବେଷ୍ଟ କସଟ୍ୟୁମ ଓ ଟାଲେଣ୍ଟ ବିଭାଗରେ ବିଜୟୀ ହୋଇଛନ୍ତି। ଲାବନ୍ୟା ଦାସ ହେଉଛନ୍ତି 2017 ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ ପ୍ରି-ଟିନ କଟାଗୋରୀରେ ବିଜେତା ହୋଇ ବେଷ୍ଟ ଟାଲେଣ୍ଟ ଏବଂ ଥାଇଲାଣ୍ଡର ଅନୁଷ୍ଠିତ ପ୍ରିନ୍ସସେସ ପ୍ରତିଯୋଗିତାରେ ଭାଗ ନେଇ ବେଷ୍ଟ ନ୍ୟାସନାଲ କସଟ୍ୟୁମରେ ବିଜେତା ହୋଇଥିଲେ।

କେଆର ସନ୍ତୋଷିନୀ 16 ବର୍ଷ ବିଭାଗରେ ଭାଗ ନେଇ ବେଷ୍ଟ ମଡେଲ ହେବା ସହ ବେଷ୍ଟ କସଟ୍ୟୁମ ପୁରସ୍କାର ଲାଭ କରିଛନ୍ତି। ତେବେ ଓଡିଶାର ଏହି ତିନି ଜଣ ମଡେଲ ସେମାନଙ୍କର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ବିଶ୍ବ ସ୍ତରରେ ଭାରତର ପ୍ରତିନିଧିତ୍ବ କରୁଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବିଶ୍ୱ ସ୍ତରୀୟ ମଡେଲ ପ୍ରତିଯୋଗିତାରେ ଭାଗ ନେବେ ୩ ଓଡ଼ିଆ ମଡେଲ।

ଆନ୍ତର୍ଜାତିକ ମଡେଲ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ୩ ଓଡ଼ିଆ ଝିଅ। ଅକ୍ଟୋବର୧୪ ରୁ ୧୯ ପର୍ଯ୍ୟନ୍ତ ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତିକ ମଡେଲ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଭାରତରୁ ୩ ଜଣ ଓଡ଼ିଆ ଝିଅ ଭାଗ ନେଉଥିବା ବେଳେ ଓଡ଼ିଶାର କଳା କୁ ଗୁରୁତ୍ୱ ସହ ପରିବେଷଣ କରିବେ।

Body:

ଆସନ୍ତା ଅକ୍ଟୋବର୧୪ ତାରିଖ ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ମଡେଲ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଓଡ଼ିଶାର ୩ ଜଣ ମଡେଲ ଅଂଶଗ୍ରହଣ କରୁଛନ୍ତି। ସେମାନେ ହେଲେ ଶ୍ରୀବାଲି ଦାସ, ଲାବନ୍ୟା ଦାସ ଓ କେ ଆର ସନ୍ତୋସିନୀ। ଓଡ଼ିଶା ର ବିଭିନ୍ନ କଳା କୁ ନେଇ ଏହି ପ୍ରତିଯୋହିତାରେ ପରିବେଷଣ କରିବା ସହ ଓଡିଶା କୁ ବିଶ୍ୱ ସ୍ତରରେ କଳା ସଂସ୍କୃତି କୁ ପହଞ୍ଚିବେ। ଏହି ପ୍ରତିଯୋଗୀତାରେ ନିଜକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ସହ ବିଜୟ ମୁକୁଟ ପିନ୍ଧିବାକୁ ଆଶା ରଖିଛନ୍ତି ତିନି ଓଡ଼ିଆ ଝିଅ।
ତେବେ ଶ୍ରୀବାଲି ଦାସ ଡିଏଭି ସ୍କୁଲ ର ୪ର୍ଥ ଶ୍ରେଣୀରେ ପଢ଼ନ୍ତି। ଓଡିଶା ରେ ବିଭିନ୍ନ ମଡେଲ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ବିଜେତା ହୋଇଛନ୍ତି। ଏହା ସହ କେରଳରେ ଅନୁଷ୍ଠିତ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପ୍ରିନ୍ସସେସ ବିଭାଗରେ ପ୍ରଥମ ହେବା ସହ ବେଷ୍ଟ କସଟ୍ୟୁମ ଓ ଟାଲେଣ୍ଟ ବିଭାଗରେ ବିଜୟ ଲାଭ କରିଛନ୍ତି।
ଲାବନ୍ୟା ଦାସ ହେଉଛନ୍ତି ୨୦୧୭ ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ ପ୍ରି ଟିନ କଟାଗୋରୀରେ ବିଜେତା ନେଇ ବେଷ୍ଟ ଟାଲେଣ୍ଟ ଏବଂ ଥାଇଲାଣ୍ଡର ଅନୁଷ୍ଠିତ ପ୍ରିନ୍ସସେସ ପ୍ରତିଯୋଗିତାରେ ଭାଗ ନେଇ ବେଷ୍ଟ ନ୍ୟାସନାଲ କସଟ୍ୟୁମ ରେ ବିଜେତା ହୋଇଥିଲେ।
କେ ଆର ସନ୍ତୋସିନୀ ୧୬ ବର୍ଷ କଟାଗୋରୀ ରେ ଭାଗ ନେଇ ବେଷ୍ଟ ମଡେଲ ହେବା ସହ ବେଷ୍ଟ କସଟ୍ୟୁମ ର ବିଜେତା ଲାଭ କରିଛନ୍ତି।

ତେବେ ଓଡିଶା ର ଏହି ତିନି ଜଣ ମଡେଲ ସେମାନଙ୍କର ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ପାଇଁ ଭାରତରୁ ପ୍ରତିତ୍ୱନ୍ଦୀ କରୁଛନ୍ତି ବିଶ୍ୱ ସ୍ତରୀୟ ମଡେଲ ପ୍ରତିଯୋଗିତାରେ। ଏହି ତିନି ଜଣ ଓଡ଼ିଆ ମଡେଲ ବିଶ୍ୱ ସ୍ତରରେ ଓଡିଶା ର ନାମ କୁ ପହଞ୍ଚାଇବା ପାଇଁ ଅଧିକ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି।

Byte- ଶ୍ରୀବାଲି ଦାସ
Byte- ଲାବନ୍ୟା ଦାସ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.