ETV Bharat / city

3 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 122କୁ ବୃଦ୍ଧି - 3 new COVID19 case

ରାଜ୍ୟରେ ଆଉ 3 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ ଜଣେ, ଦେବଗଡରୁ ଜଣେ ଓ କେନ୍ଦୁଝରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

COVID19 cases in odisha
3 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 122କୁ ବୃଦ୍ଧି
author img

By

Published : Apr 29, 2020, 1:09 PM IST

Updated : Apr 29, 2020, 1:28 PM IST

ରାଜ୍ୟରେ ଆଉ 3 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ ଜଣେ, ଦେବଗଡରୁ ଜଣେ ଓ କେନ୍ଦୁଝରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 122କୁ ଛୁଇଁଛି ।

COVID19 cases in odisha
3 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 122କୁ ବୃଦ୍ଧି

ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦୁଝର ପଞ୍ଚାପାଲ୍ଲୀର ଜଣେ 60 ବର୍ଷୀୟ ପୁରୁଷ ଥିବାବେଳେ ଦେବଗଡ ବାସୁଦେବପୁରର 34 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ଝାରସୁଗୁଡା ବ୍ରଜରାଜନଗରର 18 ବର୍ଷୀୟା ମହିଳା ଅଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 29, 2020, 1:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.