ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ । ଉଚ୍ଚଶିକ୍ଷା ବିଭାଗର ୱେବସାଇଟରେ ବିଦ୍ଧିବଧ ଭାବେ ତାଲିକା ବାହାରିଛି । ସମସ୍ତ ବିଭାଗରେ ସର୍ବାଧିକ କଟ ଅଫ ମାର୍କ ସହ ବିଜେବି କଲେଜ ଆଗରେ ରହିଛି ।
BJB କଲେଜରେ ସର୍ବାଧିକ ବିଜ୍ଞାନ ସମ୍ମାନ (ଜୁଲୋଜି) ୯୧.୫%, ଫିଜିକ୍ସରେ ୯୨.୬୭%, କେମେଷ୍ଟ୍ରି ୯୦.୮% ପ୍ରତିଶତ, ବାଣିଜ୍ୟ ସମ୍ମାନରେ ୮୫.୮୩% , କଳା ସମ୍ମାନ (ଭୂଗୋଳ) ୮୯%, କଳା ସମ୍ମାନ (ଅର୍ଥନୀତି) ୮୫%, କଳା ସମ୍ମାନ (ଇଂରାଜୀ) ୮୩.୬୭% ପ୍ରତିଶତ ମାର୍କ ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ