ETV Bharat / city

କୋରୋନାରେ ଆଖି ବୁଜିଲେ ଆଉ 3 ଜଣ

ରାଜ୍ୟରେ ଦିନକୁ ଦିନ କମୁଛି କୋରୋନା ମୃତ୍ୟୁ ସଂଖ୍ୟା। ବୁଧବାର ଗୋଟିଏ ଦିନରେ 3 ଜଣଙ୍କ ମୁଣ୍ଡ ନେଇଛି କୋଭିଡ ଭାଇରସ। ଅଧିକ ପଢନ୍ତୁ...

ଦିନକରେ 3 ଜୀବନ ନେଲା କୋରୋନା
ଦିନକରେ 3 ଜୀବନ ନେଲା କୋରୋନା
author img

By

Published : Dec 30, 2020, 1:30 PM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା। ଗତ ଦିନ ମାନଙ୍କ ଅପେକ୍ଷା ବହୁ ମାତ୍ରାରେ ଏହି ସଂଖ୍ୟାରେ ହ୍ରାସ ଘଟିଛି। ତେବେ ବର୍ତ୍ତମାନ ଦୈନିକ ମୃତ୍ୟୁ ରିପୋର୍ଟ 10 ଭିତରେ ରହୁଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ରାଜ୍ୟରେ କୋରୋନାରେ 3 ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାରର ଏହି ରିପୋର୍ଟକୁ ମିଶାଇ 1 ହଜାର 871ରେ ପହଞ୍ଚିଛି ରାଜ୍ୟରେ ମୃତ୍ୟୁ ସଂଖ୍ୟା।

ତେବେ ସଦ୍ୟତମ କୋରୋନାରେ ମୃତ୍ୟୁବରଣ କରିଥିବା 3 ଜଣଙ୍କ ମଧ୍ୟରୁ ଜଣଙ୍କ ଭଦ୍ରକର ହୋଇଥିବାବେଳେ ଆଉ ଜଣେ ବଲାଙ୍ଗୀର ଓ ଅନ୍ୟ ଜଣେ ପୁରୀର ଅଟନ୍ତି । ମହାମାରୀରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.