ETV Bharat / city

ସେପ୍ଟେମ୍ୱର 3 ରୁ ସ୍ପେଶାଲ OJEE

author img

By

Published : Aug 24, 2022, 8:17 PM IST

ଆସନ୍ତା ସେପ୍ଟେମ୍ୱର 3 ରୁ ହେବ ସ୍ପେଶାଲ OJEE । ପ୍ରକାଶ ପାଇଲା ଓଜେଇ ୨ୟ ପର୍ଯ୍ୟାୟ ପରୀକ୍ଷା ସୂଚୀ। ସିବିଟି ମୋଡରେ ହେବ ପରୀକ୍ଷା।

ସେପ୍ଟେମ୍ୱର 3 ରୁ ସ୍ପେଶାଲ ଓଜେଇଇ
ସେପ୍ଟେମ୍ୱର 3 ରୁ ସ୍ପେଶାଲ ଓଜେଇଇ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ୱର 3 ରୁ ହେବ ସ୍ପେଶାଲ OJEE । ପ୍ରକାଶ ପାଇଲା ଓଜେଇ ୨ୟ ପର୍ଯ୍ୟାୟ ପରୀକ୍ଷା ସୂଚୀ । ସିବିଟି ମୋଡରେ ହେବ ପରୀକ୍ଷା ।

ଆସନ୍ତା ସେପ୍ଟେମ୍ବର 3, 4 ଓ 7 ତାରିଖରେ ହେବ ପରୀକ୍ଷା । ଏମବିଏ, ବିଟେକ, ବି-ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ 9 ରୁ ଆରମ୍ଭ ହେବ ପରୀକ୍ଷା । ସନ୍ଧ୍ୟା ୫ ଟାରେ ସରିବ ପରୀକ୍ଷା। 4 ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ଏଥର ରାଜ୍ୟରେ 28 ହଜାର 600 ଜଣ ଦେଉଛନ୍ତି ପରୀକ୍ଷା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.