ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 2510 ଆକ୍ରାନ୍ତ

ଗୁରୁବାର ରାଜ୍ୟରେ ସର୍ବାଧିକ 2510 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 65 ହଜାର ସୁସ୍ଥ ସଂଖ୍ୟା ଛିଉଁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 27, 2020, 9:02 PM IST

ରାଜ୍ୟରେ ସୁସ୍ଥ ହେଲେ 2510 ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ 2510 ଆକ୍ରାନ୍ତ

ଭୁବନେଶ୍ବର: ଗୁରୁବାର ରାଜ୍ୟରେ ସର୍ବାଧିକ 2510 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 65 ହଜାର ସୁସ୍ଥ ସଂଖ୍ୟା ଛୁଇଁଛି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ।

ରାଜ୍ୟର 30 ଟି ଜିଲ୍ଲାରେ ଆଜି 2510 ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରେ ସୁସ୍ଥ ହେଲେ 435, ଗଞ୍ଜାମରେ 277, କଟକରେ 225, ପୁରୀରେ 218, କୋରାପୁଟରେ 182, ଯାଜପୁରରେ 135, ମୟୂରଭଞ୍ଜରେ 119, ବାଲେଶ୍ୱରରେ 101, ଗଜପତିରେ 89, ମାଲକାନଗିରିରେ 75, ସୁନ୍ଦରଗଡରେ 72, ସମ୍ବଲପୁରରେ 64, ବଲାଙ୍ଗୀରରେ 51, କଳାହାଣ୍ଡିରେ 48, କନ୍ଧମାଳରେ 47, ଭଦ୍ରକରେ 43 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଝରସୁଗୁଡ଼ାରେ 42, ସୁବର୍ଣ୍ଣପୁରରେ 38, ବରଗଡରେ 36, ନୟାଗଡରେ 33, ବୌଦ୍ଧରେ 31, ଢେଙ୍କାନାଳରେ 30, କେନ୍ଦୁଝରରେ 30, କେନ୍ଦ୍ରାପଡାରେ 25, ରାୟଗଡାରେ 25, ଜଗତସିଂହପୁରରେ 17, ନବରଙ୍ଗପୁରରେ 11, ଅନୁଗୋଳରେ 5, ଦେଓଗଡରେ 3 ଓ ନୂଆପଡାରେ 3 ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ସୁସ୍ଥ ସଂଖ୍ୟା 65 ହଜାର 323 ଜଣ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.