ETV Bharat / city

Odisha Covid Recovery Report: ସୁସ୍ଥ ହେଲେ ଆଉ ୨୨୨ ସଂକ୍ରମିତ

author img

By

Published : Nov 26, 2021, 9:59 PM IST

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୨୨ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୬୦୯କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid 19 Recovery Rate Today: ସୁସ୍ଥ ହେଲେ ଆଉ ୨୨୨ କୋଭିଡ ସଂକ୍ରମିତ

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୨୨ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୬୦୯କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୧୩ ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ ୧୫ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

  • Another 222 Covid patients have recovered and are being discharged on 26.11.2021

    113 from Khordha
    15 from Cuttack
    11 from Mayurbhanj
    11 from Sundargarh
    8 from Jagatsinghpur
    8 from Jajapur
    7 from Sambalpur
    4 from Bhadrak
    4 from Kendrapara
    3 from Baleswar
    3 from Kalahandi

    — H & FW Dept Odisha (@HFWOdisha) November 26, 2021 " class="align-text-top noRightClick twitterSection" data=" ">
  • 2 from Gajapati
    1 from Bargarh
    1 from Ganjam
    1 from Jharsuguda
    1 from Koraput
    1 from Nayagarh
    1 from Nuapada
    27 from State Pool

    The total recovered cases of Odisha now stand at 1037609

ମୟୂରଭଞ୍ଜରୁ ୧୧, ସୁନ୍ଦରଗଡରୁ ୧୧, ଜଗତସିଂହପୁରୁ ୮, ଯାଜପୁରରୁ ୮, ସମ୍ବଲପୁରରୁ ୭, ଭଦ୍ରକରୁ ୪, କେନ୍ଦ୍ରାପଡାରୁ ୪, ବାଲେଶ୍ବରରୁ ୩, କଳାହାଣ୍ତିରୁ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗଜପତିରୁ ୨, ବରଗଡରୁ ୧, ଗଞ୍ଜାମରୁ୧, ଝାରସୁଗୁଡାରୁ୧, କୋରାପୁଟରୁ ୧, ନୟାଗଡରୁ ୧ ଓ ନୂଆପଡାରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଷ୍ଟେଟପୋଲ ସଂଖ୍ଯା ୨୭ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.