ETV Bharat / city

ରାଜ୍ୟରେ ସୁସ୍ଥ ହେଲେ ଆଉ 203 କୋରୋନା ଆକ୍ରାନ୍ତ - corona update

ରାଜ୍ୟରେ ଯେତିକି ପରିମାଣରେ କୋରୋନା ସଂକ୍ରମଣ ବ୍ୟାପୁଛି ସେହି ପରିମାଣରେ ଆକ୍ରାନ୍ତ ମାନେ ସୁସ୍ଥ ମଧ୍ୟ ହେଉଛନ୍ତି । ସୋମବାର 203 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ରାଜ୍ୟରେ ସୁସ୍ଥ ହେଲେ 203 ଆକ୍ରାନ୍ତ

author img

By

Published : Jun 29, 2020, 5:07 PM IST

ଭୁବନେଶ୍ବର: ଆଜି(ସୋମବାର) ରାଜ୍ୟରେ 203 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଭଲ ଖବର ଅଟେ। ଏହାକୁ ମିଶାଇ ରାଜ୍ୟରେ ମୋଟ 4 ହଜାର 946 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

କୋରୋନା ଅପଡେଟ: ରାଜ୍ୟରେ ସୁସ୍ଥ ହେଲେ 203 ଆକ୍ରାନ୍ତ
କୋରୋନା ଅପଡେଟ: ରାଜ୍ୟରେ ସୁସ୍ଥ ହେଲେ 203 ଆକ୍ରାନ୍ତ

ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି। କିଛି ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ରାଜ୍ୟର 17ଟି ଜିଲ୍ଲାରେ 203 ଜଣ ସୁସ୍ଥ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଗଞ୍ଜାମରେ 60 ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରେ 20, ଖୋର୍ଦ୍ଧାରେ 19, କଟକରେ 18, ଭଦ୍ରକରେ 14, କେନ୍ଦୁଝର 13, ନୟାଗଡ 12, ମୟୁରଭଞ୍ଜ 10, ଯାଜପୁରରେ 9, ବାଲେଶ୍ୱରରେ 8, କେନ୍ଦ୍ରାପଡା 7, ଅନୁଗୁଳ 4, ଢେଙ୍କାନାଳ 3 ଜଣ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀର ଓ ଜଗତସିଂହପୁରରେ 2 ଜଣ ଲେଖାଏଁ ଓ ଦେବଗଡ ଓ ସୁନ୍ଦରଗଡରେ ଜଣେ ଲେଖାଁଏ ସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ ରାଜ୍ୟରେ ସୁସ୍ଥ ଲୋକଙ୍କ ସଂଖ୍ୟା 4946ରେ ପହଁଚିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.