ETV Bharat / city

ନୟାଗଡରେ ଦୁଇ ୱାର୍ଡ ମେମ୍ବର ପଦବୀ ନିଲାମ ! - ନିଲାମ ହେଲା ୱାର୍ଡ ମେମ୍ବର ପଦ

ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା । ଏହାସହ ତାଳଦେଇ ଚାଲିଛି ଲୋକପ୍ରତିନିଧିଙ୍କ ନିଲାମୀ ପ୍ରକ୍ରିୟା । ପ୍ରଥମେ ବଲାଙ୍ଗୀର ଜିଲ୍ଲାରେ ସରପଞ୍ଚ ପଦବୀ ନିଲାମ ଘଟଣାର କୌଣସି ନିର୍ଯ୍ୟାସ ଆସିନଥିବା ବେଳେ, ଏବେ ୨ ୱାର୍ଡ ମେମ୍ବର ପଦବୀ ମଧ୍ୟ ହୋଇଛି ନିଲାମ । ଅଧିକ ପଢନ୍ତୁ

v
ୱାର୍ଡ ମେମ୍ବର ପଦବୀ ନିଲାମ !
author img

By

Published : Jan 26, 2022, 8:57 PM IST

ନୟାଗଡ: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା । ଏହାସହ ତାଳଦେଇ ଚାଲିଛି ଲୋକପ୍ରତିନିଧିଙ୍କ ନିଲାମୀ ପ୍ରକ୍ରିୟା । ପ୍ରଥମେ ବଲାଙ୍ଗୀର ଜିଲ୍ଲାରେ ସରପଞ୍ଚ ପଦବୀ ନିଲାମ ଘଟଣାର କୌଣସି ନିର୍ଯ୍ୟାସ ଆସିନଥିବା ବେଳେ, ଏବେ ୨ ୱାର୍ଡ ମେମ୍ବର ପଦବୀ ମଧ୍ୟ ହୋଇଛି ନିଲାମ ।

ଘଟଣା ହେଉଛି ନୟାଗଡ ଜିଲ୍ଲାର । ଦଶପଲ୍ଲା ବ୍ଲକ ଦିହଗାଁରେ ୨ ୱାର୍ଡ ମେମ୍ବର ପଦବୀ ନିଲାମ ହୋଇଥିବା ଆଲୋଚନା ହେଉଛି । ଦଶପଲ୍ଲା ବ୍ଲକ ଦିହଗାଁ ପାଇଁ ଉଦ୍ଧିଷ୍ଟ ୱାର୍ଡ ମେମ୍ବର ପଦବୀ ପାଇଁ 62 ହଜାର ଓ ଦଲକ ସାହି ୱାର୍ଡ ମେମ୍ବର ପଦବୀ ପାଇଁ 52 ହଜାର ଟଙ୍କାରେ ନିଲାମ କରାଯାଇଥିବା କୁହାଯାଉଛି l ଯାହା ତଦନ୍ତ ହେଲେ ସ୍ପଷ୍ଟ ହେବ । ନିର୍ବଚନକୁ ଅବାଧ, ନିରପେକ୍ଷ, ଚାପମୁକ୍ତ କରିବା ପାଇଁ ଗୁରୁତ୍ବ ଦେଉଛନ୍ତି କମିଶନର । ହେଲେ ଏଠି ନିଲାମ ଜରିଆରେ ଚାଲିଛି ସରପଞ୍ଚ ୱାର୍ଡମେମ୍ବର ପଦବୀ ବିକ୍ର । ଯାହା ଲୋକତନ୍ତ୍ର ପାଇଁ ବଡ ବିପଦ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.