ETV Bharat / city

କ୍ୟାପିଟାଲ ହସ୍ପିଟାଲର 2 ଡାକ୍ତର କୋରୋନା ପଜିଟିଭ - କ୍ୟାପିଟାଲ ହସ୍ପିଟାଲ

କ୍ୟାପିଟାଲ ହସ୍ପିଟାଲର ଶଲ୍ୟ ବିଭାଗ ଓ ଭେଷଜ ବିଭାଗର 2 ଡାକ୍ତର କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ...

କ୍ୟାପିଟାଲ ହସ୍ପିଟାଲର 2 ଡାକ୍ତର କୋରୋନା ପଜିଟିଭ

author img

By

Published : Apr 9, 2021, 4:09 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର 2 ଡାକ୍ତର କୋରୋନା ପଜିଟିଭ । କ୍ୟାପିଟାଲ ହସ୍ପିଟାଲର ଶଲ୍ୟ ବିଭାଗ ଓ ଭେଷଜ ବିଭାଗର 2 ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

କ୍ୟାପିଟାଲ ହସ୍ପିଟାଲର 2 ଡାକ୍ତର କୋରୋନା ପଜିଟିଭ

ଏନେଇ ଦୁଇ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ଟେଷ୍ଟ କରାଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। କିନ୍ତୁ ପୁର୍ନଃବାର ସେମାନଙ୍କର ଆରଟି-ପିସିଆର ଟେଷ୍ଟ କରାଯିବ। ଅନ୍ୟପଟେ ହସ୍ପିଟାଲରେ ଡାକ୍ତରଙ୍କ ପଜିଟିଭ ଚିହ୍ନଟ ପରେ କୋଭିଡ ନିୟମ କଡ଼ାକଡ଼ି ଭାବରେ ପାଳନ କରାଯାଉଛି।

ମାସ୍କ, ସାନିଟାଇଜ ସହ ସାମାଜିକ ଦୂରତା ମଧ୍ୟ ପାଳନ କରାଯାଉଛି। ବାହାରୁ ଆସୁଥିବା ରୋଗୀମାନେ ସମସ୍ତେ ମାସ୍କ ପିନ୍ଧିବା ସହ କାଜୁଆଲଟିରେ ସାମାଜିକ ଦୂରତା ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.