ETV Bharat / city

STATE CORONA: ଦିନକରେ ଚିହ୍ନଟ ହେଲେ 1948 ଆକ୍ରାନ୍ତ

author img

By

Published : Jul 22, 2021, 8:58 AM IST

ରାଜ୍ୟରେ କ୍ରମଶଃ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1948 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 1120 ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 828ଟି ଲୋକାଲ କେସ ରହିଛି । ଅଧିକ ପଢନ୍ତୁ...

STATE CORONA:କମୁଛି ସଂକ୍ରମଣ
STATE CORONA:କମୁଛି ସଂକ୍ରମଣ

ଭୁବନେଶ୍ବର:ରାଜ୍ୟରେ କ୍ରମଶଃ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1948 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 1120 ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 828ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 61 ହଜାର 934ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 480 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

  • 22. Mayurbhanj: 66
    23. Nawarangpur: 9
    24. Nayagarh: 88
    25. Nuapada: 2
    26. Puri: 83
    27. Rayagada: 18
    28. Sambalpur: 25
    29. Sonepur: 12
    30. Sundargarh: 47
    31. State Pool: 99

    New recoveries: 1943
    Cumulative tested: 15357771
    Positive: 961934
    Recovered: 936950
    Active cases: 19623

    — I & PR Department, Odisha (@IPR_Odisha) July 22, 2021 " class="align-text-top noRightClick twitterSection" data=" ">

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ 85, ବାଲେଶ୍ବରରୁ 98, ବରଗଡ଼ରୁ 17, ଭଦ୍ରକରୁ 59, ବଲାଙ୍ଗୀରରୁ 7, ବୌଦ୍ଧରୁ 4, କଟକରୁ 279, ଦେବଗଡ଼ରୁ 5, ଢେଙ୍କାନାଳରୁ 34, ଗଜପତିରୁ 4, ଗଞ୍ଜାମରୁ 6, ଜଗତସିଂହପୁରରୁ 113, ଯାଜପୁରରୁ 115, ଝାରସୁଗୁଡ଼ାରୁ 6, କଳାହାଣ୍ଡିରୁ 4, କନ୍ଧମାଳରୁ 19, କେନ୍ଦ୍ରାପଡ଼ାରୁ 112, କେନ୍ଦୁଝରରୁ 21, କୋରାପୁଟରୁ 7, ମାଲକାନଗିରିରୁ 24, ମୟୂରଭଞ୍ଜରୁ 66, ନବରଙ୍ଗପୁରରୁ 9, ନୟାଗଡ଼ରୁ 88, ନୂଆପଡ଼ାରୁ2, ପୁରୀରୁ 83, ରାୟଗଡ଼ାରୁ 18, ସମ୍ବଲପୁରରୁ 25, ସୋନପୁରରୁ 12, ସୁନ୍ଦରଗଡ଼ରୁ 47, ଷ୍ଟେଟ ପୁଲ୍‌ରୁ 99 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.